Browsing Tag

#news

ବିଜୟ ସୁନାମୀ ଆଣିଲା ମୋଦି ମ୍ୟାଜିକ |

ନୂଆଦିଲ୍ଲୀ,୩ା୧୨: ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଫୁଟିଲା ପଦ୍ମ । କାମ ଦେଲା ମୋଦି ମ୍ୟାଜିକ୍‌ । ମୂଳପୋଛ ହେଲା କଂଗ୍ରେସ ।୩ ରାଜ୍ୟର ବିପୁଳ ବିଜୟ ପରେ ବିଜୟ ଉତ୍ସବ ମନାଇଲେ ବିଜେପିର ନେତା ଓ କର୍ମୀ । କେଉଁଠି ନାଚଗୀତର ଆସର ତ ଆଉ କେଉଁଠି ଅଦିନିଆ ଦୀପାବଳୀ ପାଳନ । ମିଠା ଖୁଆଇ ଝୁମିଲେ ସମସ୍ତେ…

ସମସ୍ତ ବିଶ୍ୱ ବିଦ୍ୟାଳୟ-କଲେଜରେ ଲଗାଯିବ ମୋଦିଙ୍କ ଫଟୋ! |

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜ ଗୁଡ଼ିକରେ ଲଗାଯିବ । ଏହା ସହିତ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜ ଗୁଠିକ ନିଜ ନିଜର ସେଲଫି ପଏଣ୍ଟ ସୃଷ୍ଟି କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) କହିଛି । ୟୁଜିସିର ଏହି ଅନୁରୋଧ…

ବଦଳିବ ଇଂରେଜ ଅମଳର ଆଇନ: ଆସିବ ୧୯ ବିଧେୟକ |

ନୂଆଦିଲ୍ଲୀ,୨ା୧୨: ସଂସଦର ଶୀତକାଳୀନ ଅଧିବେଶନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକର ଆୟୋଜନ କରାଯାଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜନ କରାଯାଇଥିଲା । ଏଥିରେ ଶୀତକାଳୀନ ଅଧିବେଶନରେ ଚର୍ଚ୍ଚା ହେବାକୁ ଥିବା ବିଭିନ୍ନ…

ନେତାଙ୍କ ଛାତି ଧଡ଼ଧଡ |

ନୂଆଦିଲ୍ଲୀ,୨ା୧୨: ଆସନ୍ତା କାଲି ପ୍ରକାଶ ପାଇବ ଜନକିଏ ମାରିବ ବାଜି । ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନାରେ କିଏ ପିନ୍ଧିବ ମୁକୁଟ ।ତାଙ୍କ ରାୟ । ଏହାକୁ ନେଇ ସାରା ଦେଶବାସୀଙ୍କ ରହିଛି ପ୍ରତୀକ୍ଷା । ୨୪ ଫାଇନାଲ ପୂର୍ବରୁ ସେମିଫାଇନାଲ ପାଇଁ ଭୋଟର ଏଥର କାହାକୁ ସିରପା…

ଅଧିକ ଦକ୍ଷ କାରିଗର ନିଯୁକ୍ତ କରିବାକୁ ପରାମର୍ଶ |

ପୁରୀ,୨ା୧୨ : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଆଜି ପୁରୀ ଗସ୍ତରେ ଆସି ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିଥିଲେ । ଏହି ଅବସରରେ ଶ୍ରୀ ପାଣ୍ଡିଆନ ଭକ୍ତମାନଙ୍କ ସୁବ୍ୟବସ୍ଥିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ଦିଗରେ…

୧୪ରେ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ପଟ୍ଟା |

ଭୁବନେଶ୍ୱର,୨ା୧୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନର ଜମିଜମା ସମସ୍ୟାର ସମାଧନ ସଂପର୍କରେ ଏକ ବିସ୍ତୃତ ସମୀକ୍ଷା କରି ଏହାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।…

ବର୍ଷା ନେଇ ଚିନ୍ତାରେ ଓଡ଼ିଶା ଚାଷୀ

ଭୁବନେଶ୍ୱର,୨ା୧୨ : ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ବାତ୍ୟା ଗଭୀର ଅବପାତରେ ପରିଣତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ମାଡ଼ି ଆସୁଛି । ୨୪ ଘଣ୍ଟାରେ ଏହା ବାତ୍ୟାର ରୂପ ନେବ । ଏହା ୪ ତାରିଖରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳ ନିକଟତର ହେବ । ୫ରେ ନେଲୋର-ମଛଲିପଟ୍ଟନମ୍‌ ଉପକୂଳ ଦେଇ…

୧୨୦ ରୁ ଅଧିକ ୟୁଟ୍ୟୁବ୍‌ ଚ୍ୟାନେଲ ଉପରେ ରୋକ୍‌

ନୂଆଦିଲ୍ଲୀ: ୟୁଟ୍ରୁବ୍‌ ଚ୍ୟାନେଲ ମାଧ୍ୟମରେ ରୋଜଗାର ବଢାଇବା ଓ ଅଧିକ ଲୋକଙ୍କ ପାଖରେ ପହଞ୍ôଚବା ଲକ୍ଷ୍ୟରେ କିଛି ଚ୍ୟାନେଲ ତରଫରୁ ମିଥ୍ୟା ଖବର ଓ ଦ୍ୱିଅର୍ଥବୋଧକ ଥମ୍ବନେଲ ବ୍ୟବହାର ବହୁଳମାତ୍ରାରେ ବୃଦ୍ଧି ପାଇଛି । ଏହାକୁ କେନ୍ଦ୍ର ସରକାର ଏକ ଗମ୍ଭୀର ପ୍ରସଙ୍ଗ ବୋଲି ବିବେଚନା କରି ଏଭଳି…

୫ ବ୍ୟାଙ୍କ ଉପରେ ଆରବିଆଇର କାର୍ଯ୍ୟାନୁଷ୍ଠାନ

ମୁମ୍ବ।।ଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ନିୟମ ଗୁଡିକର ଉଲ୍ଲଂଘନ ନିମନ୍ତେ ୫ ବ୍ୟାଙ୍କଙ୍କୁ ଜରିମାନା କରାଯାଇଛି । ଯେଉଁ ବ୍ୟାଙ୍କମାନଙ୍କ ଉପରେ ଆରବିଆଇ କାର୍ଯ୍ୟାନୁଷ୍ଠାନ କରିଛନ୍ତି ସେହି ବ୍ୟାଙ୍କଙ୍କ ମଧ୍ୟରେ ୨ଟି ଘରୋଇ ଓ ୩ଟି ସମବାୟ ବ୍ୟାଙ୍କ ଅଛନ୍ତି । ଦେଶର ସବୁଠୁ ବଡ଼…

ବଡ଼ଦାଣ୍ଡରେ ଭକ୍ତଙ୍କ ପାଇଁ କରାଯିବ ଶୀତତାପ ନିୟନ୍ତ୍ରଣ ବ୍ୟାରିକେଡ

ପୁରୀ,୧ା୧୨ : ପୁରୀ ବଡ଼ଦାଣ୍ଡରେ ଟନେଲ ସଦୃଶ ବ୍ୟାରିକେଡ କରାଯିବ । ଶୀତତାପ ନିୟନ୍ତ୍ରଣ ବ୍ୟାରିକେଡ କରାଯିବ । ମରିଚିକୋଟଠାରୁ ଟନେଲ ଭଳି ଶୀତତାପ ନିୟନ୍ତ୍ରଣ ବ୍ୟାରିକେଡରେ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଭକ୍ତ । ଭିତରେ ସବୁ ପ୍ରକାର ସୁବିଧା ରହିବ । ବର୍ଷ ସାରା ରହିବ ବ୍ୟାରିକେଡ ।…