Browsing Tag

#news

ସଂଖ୍ୟାଲଘୁଙ୍କ ପାଇଁ ୧୫୦ ବହୁମୁଖୀ ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର,୧୩ା୧୧ : ରାଜ୍ୟରେ ସଂଖ୍ୟାଲଘୁ ସଂପ୍ରଦାୟର ସଂସ୍କୃତି ଓ ଐତିହ୍ୟ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ୧୫୦ଟି ବହୁମୁଖୀ ସାଂସ୍କୃତିକ ତଥା ଗୋଷ୍ଠୀ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ଭାରତ-ଆମେରିକା ମିଳିତ ଭାବେ ଚୀନ୍‌କୁ ଦେବେ ଟକ୍କର

ଆମେରିକା: ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନ କହିଛନ୍ତି ଯେ ଆମେ (ଭାରତ-ଆମେରିକା) ଭାରତ ସହ ଅନ୍ତରୀକ୍ଷରୁ ନେଇ ସମୁଦ୍ର ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରୁଛୁ । ଟୁ ପ୍ଲସ ଟୁ ମିଟିଂ :- ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ କ୍ରମାଗତ ଭାବେ…

୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ ପ୍ରକଳ୍ପ କାର୍ଯ୍ୟ ଶେଷ କର : ଶୃଙ୍ଖଳିତ ଦର୍ଶନ ଲାଗି ପଦକ୍ଷେପ ନିଅ

ପୁରୀ,୧୧ା୧୧ : ନିର୍ଦ୍ଧାରିତ ସମୟ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି । ଏତଦବ୍ୟତୀତ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଲାଗି ପଦକ୍ଷେପ ନେବାକୁ ସେ ବିଭଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ…

ନ୍ୟୁଜିଲାଣ୍ଡର ସେମି ଆଶା ବଢିଲା

ବେଙ୍ଗାଲୁରୁ, ୧୦ା୧୧: ଚଳିତ ପୁରୁଷ କ୍ରିକେଟ୍‌ ବିଶ୍ୱକପର ଅନ୍ୟତମ ମହତ୍ତ୍ୱପୂର୍ଣ୍ଣ ଲିଗ୍‌ ମ୍ୟାଚରେ ନ୍ୟୁଜିଲାଣ୍ଡ ଗୁରୁବାର ପୂର୍ବ ବିଜେତା ଶ୍ରୀଲଙ୍କାକୁ ୫ ୱିକେଟରେ ପରାସ୍ତ କରିଛି । ୧୬୦ ବଲ୍‌ ପୂର୍ବରୁ ଜିତି ସେମିଫାଇନାଲରେ ଗୋଟିଏ ପାଦ ଥାପିଛି । ସେହିଭଳି ନେଟ୍‌ ରନ୍‌ ହାରରେ ଯଥେଷ୍ଟ…

ଓଡ଼ିଶା ପାଇଁ ବଡ଼ କ୍ଷତି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭ା୧୧: ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ବାର୍ତ୍ତାରେ ସେ କହିଛନ୍ତି ଯେ ମହେଶ୍ୱର ମହାନ୍ତି ଜଣେ ଲୋକ ପ୍ରିୟ ଜନ ନେତା ଭାବରେ ସୁନାମ ଅର୍ଜନ କରିଥିଲେ । ଜଣେ ଦକ୍ଷ ସଂଗଠକ ଭାବରେ ତଙ୍କର…

ଆରପାରିରେ ମହେଶ୍ୱର

ଭୁବନେଶ୍ୱର,: ଅଲବିଦା ମହେଶ୍ୱର ମହାନ୍ତି । ପଞ୍ଜଭୂତରେ ଲୀନ ହେଲା ତାଙ୍କର ପାର୍ଥିବ ଶରୀର । ଅନ୍ତିମ ବିଦାୟ ନେଲେ ପୂର୍ବତନ ବାଚସ୍ପତି, ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ନେତା । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ଜନ୍ମମାଟି ତଥା କର୍ମଭୂମି ପୁରୀରେ ପାର୍ଥିବ ଶରୀର…

ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତ

ଭୁବନେଶ୍ୱର, : ଉକ୍ରଳ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ୨୦ ଏକର ଜମିରେ ନିର୍ମାଣ ହେବ ପାନ୍ଥନିବାସ, ପାର୍କ ଓ ଫୁଡ୍‌ ଷ୍ଟଲ୍‌ । ଏଭଳି ଏକ ଯୋଜନା ହୋଇଥିବା ଅଭିଯୋଗ କରି ଏବିଭିପି ପ୍ରବଳ ବିରୋଧ କରିଥିଲା । କିନ୍ତୁ ଏ ସବୁ ପ୍ରକଳ୍ପ ସେଠାରେ ହେବାର ନାହିଁ ବୋଲି କହିଛନ୍ତି ବିଡିଏ ଉପାଧ୍ୟକ୍ଷ…

ଶିଶୁ ଉତ୍ସବ “ମହକ’ରେ ଶିଶୁଙ୍କ ପ୍ରତିଭା ପ୍ରଦର୍ଶନ

ଭୁବନେଶ୍ୱର, : ଓଡ଼ିଶାର ବିଶ୍ୱପ୍ରସି କଳିଙ୍ଗ ଷ୍ଟାଡିୟମରେ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ୱାରା ଆୟୋଜିତ ହେଇଯାଇଛି ରାଜ୍ୟସ୍ତରୀୟ ଶିଶୁ ଉତ୍ସବ "ମହକ’ । ଏହି ଉତ୍ସବରେ ମିଶନ ଶକ୍ତି, ମହିଳା ଶିଶୁ ବିକାଶ ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ…

ତ୍ରୈୟ ମାସିକରେ ୟୁକୋ ବ୍ୟାଙ୍କର ନେଟ ଲାଭ ୪୦୨ କୋଟ

ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କର ଦ୍ୱିତୀୟ ତ୍ରୈୟ ମାସିକ ଏବଂ ପ୍ରଥମ ୬ ମାସର ଆର୍ଥିକ ଫଳାଫଳ ପ୍ରକାଶ ପାଇଛି । ୨୦୨୩ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଚଳିତ ଆର୍ôଥକ ବର୍ଷରେ ବ୍ୟାଙ୍କ ଦ୍ୱିତୀୟ ତ୍ରୈୟ ମାସିକରେ ୪୦୨ କୋଟି ଟଙ୍କା ଏବଂ ପ୍ରଥମ ୬ ମାସରେ ୬୨୫ କୋଟି ଟଙ୍କାର ନେଟ୍‌…

ସତର୍କତା ସପ୍ତାହ ପାଳନ ଉପଲକ୍ଷେ ନାଲକୋ ପକ୍ଷରୁ ଗଣପଦଯାତ୍ରା

ନାଲକୋ ନଗର : ଭାରତ ସରକାରଙ୍କ ନବରତ୍ନ କମ୍ପାନୀ ନାଲକୋର ସେଲ୍ଟର ଓ ପାୱାର କମ୍ପେ୍ଲକ୍ସ ଠାରେ ଅକ୍ଟୋବର ୩୧ରୁ ନଭେମ୍ବର ୫ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ଭିଜିଲାନ୍ସ ସତର୍କ୍‌ତା ସପ୍ତାହ ପାଳିତ କହାଇର୍ୟାଇଛି । ଏହି ସତକ୍‌ତା ସପ୍ତାହ ପାଳନର ଶେଷ ପର୍ଯ୍ୟାୟରେ ଗଣ ୱାକଥନ (ଗଣପଦଯାତ୍ରା)…