ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ପିଏଚ୍ଡି ବାଧ୍ୟତାମୂଳକ ନୁହଁ: ୟୁଜିସି
ଭୁବନେଶ୍ୱର : ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ପିଏଚ୍ଡି ବାଧ୍ୟତାମୂଳକ ନୁହେଁ । ସ୍ନାତକୋତ୍ତର(ପିଜି) ପରେ ନେଟ୍ (ଜାତୀୟ ଯୋଗ୍ୟତା ପରୀକ୍ଷା)ରେ ଉତ୍ତୀର୍ଣ୍ଣ ଆଶାୟୀ ଆସିଷ୍ଟାଣ୍ଟ ପ୍ରଫେସର (ସହକାରୀ ପ୍ରାଧ୍ୟାପକ) ପଦ ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିବେ ବୋଲି ୟୁଜିସି (ବିଶ୍ୱବିଦ୍ୟାଳୟ…