ଚର୍ଚ୍ଚାରେ ଲକ୍ଷ୍ମୀପୁର ବିଡ଼ିଓ, ଦୁର୍ଗମ ଅଞ୍ଚଳରେ ଚାଲି ଚାଲି ଯାଇ ବୁଝୁଛନ୍ତି ଲୋକଙ୍କ ସମସ୍ୟା
କୋରାପୁଟ ଜିଲ୍ଲା କହିଲେ ବନପାହାଡ଼ ଘେରା ଦୁର୍ଗମ ଅଞ୍ଚଳ। ସେହି ଜିଲ୍ଲାର ଏକ ବ୍ଲକ ହେଉଛି ଲକ୍ଷ୍ମୀପୁର, ଯେଉଁ ବ୍ଲକଟି ହେଉଛି ଦୁର୍ଗମ ଅଞ୍ଚଳ ଭରା ବ୍ଲକ। ଏହି ସ୍ଥାନକୁ ଯିବା ପାଇଁ ଏତେ ସୁବିଧା ମଧ୍ୟ ନାହିଁ। ଅନେକ ଲୋକ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। କିନ୍ତୁ ଏପରି ବ୍ଲକର ଦୁର୍ଗମ…