Browsing Tag

#ODISHA

ଦେଶର ପ୍ରଥମ ଏଆଇଏଫ୍‌ଏଫ୍‌-ଫିଫା ଏକାଡେମି ଉଦ୍‌ଘାଟିତ

ଭୁବନେଶ୍ୱର, ୨୨ା୧୧ : ସର୍ବଭାରତୀୟ ଫୁଟବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍‌)ର ବହୁ ପ୍ରତୀକ୍ଷିତ ବିଶ୍ୱସ୍ତରୀୟ ଏକାଡେମି ଭୁବନେଶ୍ୱରରେ ମଙ୍ଗଳବାର ଉଦ୍‌ଘାଟିତ ହୋଇଛି । ଫିଫା ପ୍ରତିଭା ବିକାଶ ଯୋଜନା (ଟିଡିଏସ୍‌) ଅଧୀନରେ ଭୁବନେଶ୍ୱରସ୍ଥିତ ଓଡ଼ିଶା ଫୁଟବଲ୍‌ ଏକାଡେମିଠାରେ ଖୋଲାଯାଇଛି…

ନାଲକୋରେ ଜନଜାତୀୟ ଗୌରବ ଦିବସ ଉଦଯାପିତ

ଅନୁଗୁଳ, : ନାଲକୋର ୱେକ୍ଟର ଓ ପାୱାର କମ୍ପେକ୍ସ ଅନୁଗୁଳ ଠାରେ ପାଳନ ହେଉଥିବା ଜନଜାତୀୟ ଗୌରବ ଦିବସ ଉଦ୍‌ଯାପିତ ହୋଇଯାଇଛି । ଭାରତ ସରକାରଙ୍କ ଦ୍ୱାରା ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ବୀର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ ଦିବସକୁ ସବୁବର୍ଷ ଜନଜାତୀୟ ଗୌରବ ଦିବସ ରୂପେ ପାଳନ କରିବା ପାଇଁ…

ଟାଟା ପାୱାରର ‘ଓଃ ମାଇଁ ବିଉଟିଫୁଲ’ ଓଡ଼ିଶା ଫଟୋଗ୍ରାଫି ପ୍ରତିଯୋଗିତା

ଭୁବନେଶ୍ୱର, : ଟାଟା ପାୱାରର ନୂତନ ଅଭିଯାନ ଓଃ ମାଇଁ ବିଉଟିଫୁଲ ଓଡ଼ିଶା ଫଟୋଗ୍ରାଫି ପ୍ରତିଯୋଗିତା ସମ୍ପର୍କରେ ଘୋଷଣା କରାଯାଇଛି । ବିଶେଷ କରି ଚଳିତ ବର୍ଷ ନଭେମ୍ବର ୩୦ ପର୍ଯ୍ୟନ୍ତ ଉକ୍ତ ପ୍ରତିଯୋଗିତାର ଆବେଦନ ଗ୍ରହଣ କରାଯିବ । ଉଲ୍ଲେଖଯୋଗ୍ୟ, ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ…

ବିଜେଡ଼ିର ମିଶ୍ରଣପର୍ବ ଶଙ୍ଖ ଧରିଲେ ତ୍ରିପୁରାରୀ ଗୋରଡ଼ା

ଭୁବନେଶ୍ୱର,୨୨ା୧୧ : ବିଜେପି ଛାଡି ବିଜେଡିକୁ ଫେରିଛନ୍ତି ଗତ ୨୦୧୯ ନିର୍ବାଚନରେ କୋରାପୁଟର ବିଜେପି ପ୍ରାର୍ଥୀ ହୋଇଥିବା ତ୍ରିପୁରାରୀ ଗୋରଡ଼ା । ବୁଧବାର ଶଙ୍ଖ ଭବନରେ ଆୟୋଜିତ ବିଜେଡିର ଏକ ମିଶ୍ରଣ ପର୍ବରେ ତ୍ରିପୁରାରୀ ଶଙ୍ଖ ଫୁଙ୍କିଛନ୍ତି । ବିଜେଡିର ବରିଷ୍ଠ ନେତା ତଥା ସାଂସଦ ମାନସ…

ରାଜ୍ୟରେ ଖୋଲିବ ୬୦ ପଞ୍ଚାୟତ ଲର୍ଣ୍ଣିଂ ସେଣ୍ଟର

ଭୁବନେଶ୍ୱର,୨୨ା୧୧ : ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ହେଉଛି ଗାଁର ସରକାର । ଓଡ଼ିଶାର ବିକାଶରେ ଓଡ଼ିଶାର ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସାରା ଦେଶକୁ ଓଡ଼ିଶା ଅନେକ କ୍ଷେତ୍ରରେ ମାର୍ଗଦର୍ଶନ କରୁଛି । ଏହାକୁ ଅଧିକ ସଙ୍ଗଠିତ କରିବା ସହ…

ଆଜିଠାରୁ ପଞ୍ଚୁକ ବ୍ରତ ଆରମ୍ଭ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ,୨୨ା୧୧ : ଗୁରୁବାରଠାରୁ ଆରମ୍ଭ ହେଉଛି ପଞ୍ଚୁକ । ପଞ୍ଚୁକର ପାଞ୍ଚ ଦିନରେ ମହାପ୍ରଭୁଙ୍କ ଚିତ୍ତାକର୍ଷକ ୫ଟି ବେଶ ଦର୍ଶନ କରି ହବିଷ୍ୟାଳି ଓ ସାଧାରଣ ଭକ୍ତ କାର୍ତ୍ତିକ ମାସକୁ ବିଦାୟ ଦେବେ । ବିଶ୍ୱାସ ରହିଛି, ମାସସାରା ବ୍ରତ ରଖି ଯେତିକି ପୁଣ୍ୟ ମିଳିଥାଏ । ପଞ୍ଚୁକ ପାଞ୍ଚଦିନ ବ୍ରତ…

ସମ୍ବଲପୁରରେ ‘ନୂତନ ଭାରତର ନୂତନ ଶିକ୍ଷା ନୀତି’ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର,୨୨ା୧୧ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସମ୍ବଲପୁରସ୍ଥିତ ବ୍ରହ୍ମକୁମାରୀମାନଙ୍କର ଶିକ୍ଷା ଅଭିଯାନ ନୂତନ ଭାରତ ପାଇଁ ନୂତନ ଶିକ୍ଷାର ଶୁଭାରମ୍ଭ କରିଛନ୍ତି । ଉନ୍ନତ ସମାଜ ପାଇଁ ମୂଲ୍ୟବୋଧ ସୃଷ୍ଟି କରିବା ଏବଂ ଛାତ୍ରଛାତ୍ରୀମାନଙ୍କ ଚେତନାକୁ ଉନ୍ନତ କରିବା ନିମନ୍ତେ ଏହି…

ବିକଶିତ ଭାରତ ସଂକଳ୍ପ ଯାତ୍ରା: ଜିଲ୍ଲା ପ୍ରଭାରୀଙ୍କ ପରିଦର୍ଶନ ଓ ସମୀକ୍ଷା ବୈଠକ

ଯାଜପୁର, : ବିକଶିତ ଭାରତ ସଂକଳ୍ପ ଯାତ୍ରା ଜିଲ୍ଲା ପ୍ରଭାରୀ ଯୁଗ୍ମ ଆୟୁକ୍ତ, ଭାରତ ସରକାରଙ୍କ ଜନଜାତି ମନ୍ତ୍ରଣାଳୟ ଅନୁପମ ସୋନାଲକର ଯାଜପୁରଜିଲ୍ଲା ପରିଦର୍ଶନ କରି ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ବ୍ଳ୍‌କ ଉନ୍ନୟନ…

ଓଡ଼ିଶାରେ ଖୋଲିବ ଏଆଇଏଫ୍‌ଏଫ୍‌-ଫିଫା ଟ୍ୟାଲେଣ୍ଟ ଏକାଡେମୀ

ଭୁବନେଶ୍ୱର, ୨୧ା୧୧ : କଳିଙ୍ଗଷ୍ଟାଡିୟମରେ ମଙ୍ଗଳବାର ଭାରତ ଓ କତାର ମଧ୍ୟରେ ଫିଫା ବିଶ୍ୱକପ୍‌ କ୍ୱାଲିଫାୟର ମ୍ୟାଚ୍‌ ପୂର୍ବରୁ ଏଆଏଫ୍‌ଏଫ୍‌-ଫିଫା ଟ୍ୟାଲେଣ୍ଟ ଏକାଡେମୀ ଓ ଓଡିଶା ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ତୃଣମୂଳସ୍ତରରୁ ଖେଳାଳି ଚୟନ କରି ସ୍ୱତନ୍ତ୍ର…

ଧାନ କ୍ଷେତରେ ଜଉ ପୋକ : ଚିନ୍ତାରେ ଚାଷୀ

ସାଲେପୁର, : ସାଲେପୁରରେ ଏବେ ଧାନ ଗଛରୁ କ୍ଷୀର ଛାଡିବା ସମୟ । ଠିକ୍‌ ଏତିକି ବେଳେ ଧାନ ଗଛକୁ ସତେ ଯେମିତି କାହାର ନଜର ଲାଗିଯାଇଛି । ବିଲରେ ଜଉ ପୋକ ଲାଗି ଧାନ ଗଛ ଗୁଡିକୁ ସବୁ ଖାଇଯାଉଛନ୍ତି । ଚାଷୀ ମୁଣ୍ଡରେ ସତେ ଯେମିତି ଚଡକ ପଡିଛି । ବର୍ଷକର ଆହାରକୁ ନଷ୍ଟ ହେଉଥିବାର ଦେଖି ମୁଣ୍ଡରେ…