Browsing Tag

#ODISHA

ଅଭାବୀ ବିକ୍ରିର ଶିକାର ପିଆଜ ଚାଷୀ

ଭବାନୀପାଟଣା,୧୩ା୧୧ : କଳାହାଣ୍ଡିରେ ଚିନ୍ତାରେ ପଡିଛନ୍ତି ପିଆଜ ଚାଷୀ । ଅମଳ ଫସଲ କମ୍‌ ଦରରେ ବିକ୍ରି ହେଉଥିବା ବେଳେ ଦଲାଲ ମାଲାମାଲ ହେଉଛନ୍ତି । ଅମଳ ଫସଲ ରଖିବାକୁ ଶୀତଳଭଣ୍ଡାର ନଥିବା ବେଳେ ବଜାର ବ୍ୟବସ୍ଥା ବି ନାହିଁ । ଯାହାର ସୁବିଧା ନେଇ ଦଲାଲ କମ୍‌ ଦରରେ ଅମଳ ପିଆଜ କିଣି…

ଦିଲ୍ଲୀ ପରେ ଓଡ଼ିଶା ପବନରେ ଜହର: ଏକ୍ୟୁଆଇ ୩୦୦ପାର

ଭୁବନେଶ୍ୱର,୧୩ା୧୧ : ପବନରେ ଜହର । ଦିଲ୍ଲୀ ପରେ ଓଡିଶାରେ ବଢିଲା ବାୟୁ ପ୍ରଦୂଷଣ । ଜାତୀୟ ବାୟୁ ଗୁଣବତ୍ତା ସୁଚକାଙ୍କରେ ଖସୁଛି ଓଡିଶାର ପ୍ରମୁଖ ସହର । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟ ଅନୁଯାୟୀ ଭୁବନେଶ୍ୱର, କଟକ ସିଡିଏ, ବାଲେଶ୍ୱର, ଅନୁଗୋଳ, ରାଉରକେଲା ଓ ବାରିପଦା ସହରର ସ୍ଥିତି…

୫-ଟି ଅଧ୍ୟକ୍ଷଙ୍କୁ ଭେଟିଲେ ୩୦ରୁ ଅଧିକ ସଂଗଠନର କର୍ମକର୍ତ୍ତା

ଭୁବନେଶ୍ୱର,୧୩ା୧୧ : ନବୀନ ନିବାସରେ ୫-ଟି ଓ ନବୀନ ଓଡିଶାର ଅଧକ୍ଷ ଭି.କେ ପାଣ୍ଡିଆନଙ୍କୁ ଭେଟିଛନ୍ତି ରାଜ୍ୟର ଆଉ ୩୦ ସଙ୍ଗଠନ । ସଂଗଠନର କର୍ମକର୍ତ୍ତାମାନେ ରୂପାନ୍ତରଣ ଅଭିଯାନ ପାଇଁ ନିଜର ସମର୍ଥନ ଜ୍ଞାପନ ସହ ଦୀର୍ଘ ବର୍ଷ ପରେ ରାଜ୍ୟର ଦ୍ରୁତ ବିକାଶକୁ ଭୁରିଭୁରି ପ୍ରଶଂସା କରିଛନ୍ତି ।…

ଉତ୍ତରାଖଣ୍ଡରେ ଟନେଲ୍‌ ଟ୍ରାଜେଡି ଫସିଥିବା ୪୦ ଶ୍ରମିକଙ୍କ ମଧ୍ୟରେ ୫ ଓଡ଼ିଆ

ନୂଆଦିଲ୍ଲୀ,୧୩ା୧୧: ଉତ୍ତରକାଶୀ ଟନେଲରେ ୪୦ ଶ୍ରମିକ ଫସିଥିବା ବେଳେ ସେଥିରୁ ଓଡିଶାର ୫ ଜଣ ଥିବା ଜଣାଯାଇଛି । ଯୁଦ୍ଧକାଳୀନ ଭି୍‌ତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି । ୱାକିଟକି ଜରିଆରେ ଫିସିଥିବା ଲୋକଙ୍କ ସହ କଥାବାର୍ତ୍ତା ସମ୍ଭବ ହେଉଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି ।…

ସଂଖ୍ୟାଲଘୁଙ୍କ ପାଇଁ ୧୫୦ ବହୁମୁଖୀ ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର,୧୩ା୧୧ : ରାଜ୍ୟରେ ସଂଖ୍ୟାଲଘୁ ସଂପ୍ରଦାୟର ସଂସ୍କୃତି ଓ ଐତିହ୍ୟ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ୧୫୦ଟି ବହୁମୁଖୀ ସାଂସ୍କୃତିକ ତଥା ଗୋଷ୍ଠୀ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ,୧୩ା୧୧ : ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ନେଇ ନିଆଯିବ ସ୍ୱତନ୍ତ୍ର ପଦକ୍ଷେପ । ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନ ପରେ ଉତ୍ତର ଦ୍ୱାର ଦେଇ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ କରାଯିବ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା । ଶ୍ରୀମନ୍ଦିର ରୀତି ନୀତି ଓ ପରମ୍ପରାକୁ ନଜରରେ ରଖି…

‘ତଦାଶା’ ଶ୍ରେଷ୍ଠ ସହଯୋଗୀ ସଂସ୍ଥା ଭାବେ ସମ୍ମାନୀତ

କେନ୍ଦୁଝର, ୧୧ା୧୧: ଆନ୍ତର୍ଜାତୀୟ କ୍ଷୁଦ୍ରଶସ୍ୟ(ମିଲେଟ୍‌) ସମ୍ମିଳନୀ ଭୁବନେଶ୍ୱରର ଜନତା ମୈଦାନଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରି ଚାଷୀଙ୍କ ଆୟ ବୃଦ୍ଧି ଓ ଜୀବିକା ନିର୍ବାହ ପାଇଁ ୨୫୦୦ କୋଟି ମାଣ୍ଡିଆ ଚାଷ ପାଇଁ ବ୍ୟୟବରାଦ…

ଦଶରଥପୁର ବ୍ଲକ ଉକ୍ରଳ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ

ଯାଜପୁର ,: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଉକ୍ରଳ ସାମ୍ବାଦିକ ସଂଘ ପକ୍ଷରୁ ଆଜି ଥାଲକୁଡ଼ି ସ୍ଥିତ ଡାକବଙ୍ଗଳା ଠାରେ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦଶରଥପୁର ବ୍ଲକ ଉକ୍ରଳ ସାମ୍ବାଦିକ ସଂଘର କୋଷାଧକ୍ଷ ପ୍ରତାପ ମଲ୍ଲିକ, ସଦସ୍ୟ ଜ୍ୟୋତି ପ୍ରକାଶ ମିଶ୍ର, ସୀତାଂଶୁ ଶେଖର…

୨୫ ରୁ ରାଜ୍ୟସ୍ତରୀୟ କୁମାର ସ୍ୱାମୀ ମହୋତ୍ସବ

ଭବାନୀପାଟଣା, : କଳାହାଣ୍ଡି କଳା, ସଂସ୍କୃତି, ଐତିହ୍ୟ, ସାହିତ୍ୟ, ପରମ୍ପରାର ବାର୍ତ୍ତାବହ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୧ତମ ବାର୍ଷିକ ଉତ୍ସବ ତଥା ରାଜ୍ୟ ସ୍ତରୀୟ କୁମାରସ୍ୱାମୀ ମହୋତ୍ସବ୨୦୨୩ ଆସନ୍ତା ନଭେମ୍ବର ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହେବ । କଳାହାଣ୍ଡି…

ପାଣି ଅଭାବରୁ ଧାନ ଜମି ଫାଟି ଆଁ, ମରୁଡ଼ି ଆଶଙ୍କା

କେନ୍ଦ୍ରାପଡ଼ା, : କେନ୍ଦ୍ରାପଡ଼ା ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ଅଂଚଳରେ ଥିବା ଧାନ ଜମି ଗୁଡିକ ପାଣି ଅଭାବରୁ ଶୁଖିଲା ହେବା ସହ ଫାଟି ଆଁ କରିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଚାଷୀ କୂଳ ହତାଶରେ ଥିବାବେଳେ ସୁସ୍ଥ ସବଳ ଧାନ ଗଛ ଗୁଡିକ ପାଣି ବିନା ଗଜା ମରୁଡି ଧରିବାର ଆଶଙ୍କା ଦେଖା…