Browsing Tag

#ODISHA

ମମତାଙ୍କ ରାଜ୍ୟରେ ୧୦,୦୦୦ କୋଟି ନିବେଶ କରିବେ ଗୌତମ ଆଦାନୀ

ଆସନ୍ତା ଏକ ଦଶନ୍ଧିରେ ପଶ୍ଚିମବଙ୍ଗରେ ୧୦ ହଜାର କୋଟି ଟଙ୍କା ନିବେଶ କରିବ ଆଦାନୀ ଗ୍ରୁପ । ବୁଧବାର ଏଠାରେ ଆୟୋଜିତ ବେଙ୍ଗଲ ଗ୍ଲୋବାଲ ଟ୍ରେଡ୍ ସମ୍ମିଳନୀ-୨୦୨୨ର ଉଦଘାଟନୀ ସମାରୋହରେ ଏହି ଘୋଷଣା କରିଛନ୍ତି ଗ୍ରୁପର ମୁଖ୍ୟ ଗୌତମ ଆଦାନୀ। ଆଦାନୀ ଗ୍ରୁପର ଅଧ୍ୟକ୍ଷ କହିଛନ୍ତି, ରାଜ୍ୟରେ ନିଜର…

ବିବାହରେ ଶାଳୀମାନଙ୍କୁ ୧୨ ଲକ୍ଷ ଟଙ୍କା ଦେଲେ ରଣବୀର କପୁର

ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହକୁ ୫ଦିନ ବିତିଗଲାଣି। ହେଲେ ଏପର୍ଯ୍ୟନ୍ତ ଫୋଟ ଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ବର୍ତ୍ତମାନ ଆଲିଆଙ୍କ ଘନିଷ୍ଠ ବନ୍ଧୁ ତନୟା ଶାହ ଗୁପ୍ତା କିଛି ଫଟୋ ସେୟାର କରିଛନ୍ତି । ଏହି ଫଟୋ ଗୁଡ଼ିକ ମଧ୍ୟରୁ ଗୋଟିଏରେ ରଣବୀର ଏକ କାଗଜ…

ଲକ୍‌ଡାଉନ୍‌ରେ ପାର୍ଟି କରି କ୍ଷମା ମାଗିଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଲକ୍‌ଡାଉନ୍ ସମୟରେ ଏକ ବେଆଇନ ପାର୍ଟିରେ ଯୋଗ ଦେଇଥିବାରୁ କ୍ଷମା ମାଗିଛନ୍ତି । ଏହା ସହିତ ଜନସନ୍ କହିଛନ୍ତି ଯେ, ସେ ଜାଣିଶୁଣି ନିୟମ ଭାଙ୍ଗି ନାହାନ୍ତି ଏବଂ ସଂସଦକୁ ବିଭ୍ରାନ୍ତ କରିନାହାନ୍ତି । ପ୍ରଧାନମନ୍ତ୍ରୀ ନିମ୍ନ ଗୃହ ‘ହାଉସ୍ ଅଫ୍…

ଋଷ୍‌କୁ ଧୋକା ଦେଲା ଚୀନ୍‌

ୟୁକ୍ରେନ୍‌ ଉପରେ ଆକ୍ରମଣ ପରେ ଋଷ୍‌ ଉପରେ ଖପ୍ପା ହୋଇଛନ୍ତି ବିଶ୍ୱର ବିଭିନ୍ନ ରାଷ୍ଟ୍ର । ଏଥି ସହିତ ମସ୍କୋ ସହିତ ସଂପର୍କ ମଧ୍ୟ ଖରାପ ହେବାରେ ଲାଗିଛି । ଚୀନ୍ ଭିଳି ଦେଶ ବର୍ତ୍ତମାନ ପର୍ଯ୍ୟନ୍ତ ଋଷ୍‌ ସହିତ ରହିଥିବା ଦେଖିବାକୁ ମିଳିଥିବା ବେଳେ ଇକୋନୋମିକ୍‌ ଟାଇମ୍ସର ଏକ ରିପୋର୍ଟ…

ମାହାଙ୍ଗା ଗଣହତ୍ୟା ପୋଷ୍ଟମର୍ଟମ ରିପୋର୍ଟ ଦେଲା ସାଙ୍ଘାତିକ ସତ

ଡୁମାଣୀ ଟିଭି,19/4:ମାହାଙ୍ଗା ଗଣହତ୍ୟା ମାମଲା । ଆସିଲା ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟ । ମୃତ୍ୟୁ ପୂର୍ବରୁ ମୃତକମାନେ ପ୍ରତିରୋଧ କରିଥିଲେ । ବିଷକ୍ରିୟା ବାବଦରେ କୌଣସି ତଥ୍ୟ ନାହିଁ । ମୃତକଙ୍କ ଦେହରେ ରହିଛି ଏକାଧିକ କ୍ଷତ । ଧାରୁଆ ଅସ୍ତ୍ରରେ ଏହି ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବା ସ୍ପଷ୍ଟ…

ଯୁଦ୍ଧଭୂମିକୁ ଓହ୍ଲାଉଛନ୍ତି ରୁଷ୍‌ର ପିଲା

ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ୫୦ରୁ ଅଧିକ ଦିନ ହୋଇଗଲାଣି। ତଥାପି ରୁଷ୍‌ ପଛକୁ ହଟୁନି। ୟୁକ୍ରେନ ଉପରେ ଆକ୍ରମଣ ଦିନକୁ ଦିନ ତୀବ୍ର କରି ଚାଲିଛି। ଏହାରି ଭିତରେ ଏକ ଖବର ଆସିଛି କି, ରୁଷ୍‌ ଏବେ ୟୁକ୍ରେନରେ ନିଜ ସୈନିକଙ୍କ ସଂଖ୍ୟା ବଢ଼ାଇବା ପାଇଁ ପିଲାମାନଙ୍କୁ ବ୍ୟବହାର କରୁଛି। ହ୍ୟୁମାନ…

ପ୍ରେମିକ କୁ ପ୍ରେମ ଶିଖାଇ ପ୍ରେମ ଯୁଦ୍ଧରେ ହାରିଗଲା ସିମରନ୍

ଡୁମାଣୀ ଟିଭି,17/4:ନିଜ ପ୍ରେମିକ ପାଇଁ ସିମରନ୍‌ଙ୍କ ଶେଷ ଚିଠି। ମୋ ଜୀବନକୁ ଆସି ପ୍ରେମର ମାନେ ଜଣାଇଲ । ପରେ ପ୍ରେମର ମୂଲ୍ୟ କିଛି ରହିଲାନି । ଚିଠିର ଶେଷରେ ଏମିତି ଲେଖିଛନ୍ତି ସିମରନ୍‌ । ତୁମେ ସବୁବେଳେ ମୋର ହୋଇ ରହିବ । ହେଲେ ତୁମ ଲାଇଫ୍‌କୁ କେବେ ଆଉ ଫେରିବିନି । ଅନ୍ୟପଟେ ସିମରନ୍‌ର…

ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କୁ ଚାପୁଡ଼ା ମାରିଲେ ଆଇଏସ୍‌ଆଇର ମୁଖ୍ୟ

ପାକିସ୍ତାନରେ ଇମ୍ରାନ୍‌ ଖାନ୍‌ଙ୍କୁ ଚାପୁଡ଼ା ଘଟଣା ଏବେ ଚର୍ଚ୍ଚାରେ ରହିଛି। ରିପୋର୍ଟ ମୁତାବକ, ଏପ୍ରିଲ ୯ ତାରିଖ ରାତିରେ ଇମ୍ରାନ୍‌ଙ୍କୁ ଚାପୁଡ଼ା ମାରିଛନ୍ତି ଆଇଏସ୍‌ଆଇର ମୁଖ୍ୟ। ଏପ୍ରିଲ ୯ ଓ ୧୦ ତାରିଖ ରାତିରେ ଇମ୍ରାନ୍‌ ସରକାର ଭୁଶୁଡ଼ିବା ବେଳେ ହାଇ ଡ୍ରାମା ହୋଇଥିଲା। କିଛି ଘଟଣା…

କଂଗ୍ରେସର ହାତ ଛାଡ଼ିଛନ୍ତି ଆଦିବାସୀ ନେତା ଜର୍ଜ ତିର୍କୀ

ଡୁମାଣୀ ଟିଭି,17/4:ବୀରମିତ୍ରପୁରର ପୂର୍ବତନ ବିଧାୟକ ତଥା ଆଦିବାସୀ ନେତା ଜର୍ଜ ତିର୍କୀ କଂଗ୍ରେସର ହାତ ଛାଡ଼ିଛନ୍ତି । ଆଜି ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ଓ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଜର୍ଜ ତାଙ୍କର ଇସ୍ତଫା ପତ୍ର ପ୍ରଦେଶ କଂଗ୍ରେସ କମିଟି (ପିସିସି) ନିକଟକୁ…

ଆସନ୍ତା ୨୧ ତାରିଖରେ ଭାରତରେ ପହଞ୍ଚିବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ

ଡୁମାଣୀ ଟିଭି,17/4:ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆସନ୍ତା ୨୧ ତାରିଖରେ ଭାରତରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ଜନସନ ଭାରତ ଗସ୍ତରେ ଆସୁଛନ୍ତି । ଜନସନ ଭାରତ ଆସିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ନିମନ୍ତ୍ରଣ କରିଥିଲେ ।…