Browsing Tag

#ODISHA

ଆର୍ସେଲର ମିତ୍ତଲ ନିପନ୍‌ ଷ୍ଟିଲ ଇଣ୍ଡିଆ ପକ୍ଷରୁ ସୌରଶକ୍ତି ଷ୍ଟ୍ରିଟ ଲାଇଟ ସ୍ଥାପନ

ପାରାଦୀପ, : ଆର୍ସଲର ମିତ୍ତଲ ନିପନ୍‌ ଷ୍ଟିଲ ଇଣ୍ଡିଆ (ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ) ପକ୍ଷରୁ ପାରାଦୀପ ନୂଆଗଡ ପଞ୍ଚାୟତର ମୂଷାଡିଆ ଗ୍ରାମରେ ବୁଧବାର ଦିନ ସୌର ଶକ୍ତିସମ୍ପର୍ଣ୍ଣ ଷ୍ଟ୍ରିଟ ଲାଇଟ୍‌ ସ୍ଥାପନ କରାଯାଇଛି। ଏହି ସୌର ଶକ୍ତିସମ୍ପର୍ଣ୍ଣ ଷ୍ଟଟ୍‌ ଲାଇଟ୍‌ ୍ରି ୧୫୦୦ ରୁ ଅଧିକ…

ବାର୍ଷିକ ୧.୯ ବିଲିୟନ ୟୁନିଟରୁ ଉଦ୍ଧ୍ୱର୍ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବ ଜିନ୍ଦଲ ଷ୍ଟେନଲେସ!

କଳିଙ୍ଗନଗର, : ଭାରତର ସର୍ବବୃହତ ଷ୍ଟେନଲେସ ଷ୍ଟିଲ ଉତ୍ପାଦନକାରୀ ଜିନ୍ଦଲ ଷ୍ଟେନଲେସ ଏହାର ନୂତନ ପ୍ରକାଶିତ ସଷ୍ଟେନେବିଲିଟି ରିପୋର୍ଟ ଅନୁଯାୟୀ ପବନ-ସୌର ହାଇବ୍ର ିଡ, ଭାସମାନ ଏବଂ ଛାତ ଉପର ସୌର ପ୍ଲାଣ୍ଟ ମାଧ୍ୟମରେ ବାର୍ଷିକ ୧.୯ ବିଲିୟନ ୟୁନିଟରୁ ଅଧିକ ସ୍ୱଚ୍ଛ ବିଦ୍ୟୁତ ଶକ୍ତି ଉତ୍ପାଦନ…

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ବେସିକ୍‌ ଲାଇଫ୍‌ ସପୋର୍ଟ ପ୍ରଶିକ୍ଷଣର ଶୁଭାରମ୍ଭ

ବ୍ରାହ୍ମଣୀପାଳ, : ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍‌ (ଟିଏସ୍‌ଏଫ) ସ୍ଥାନୀୟ ବିକାଶ ଏବଂ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତାକୁ ସମର୍ଥନ କରି ବ୍ରାହ୍ମଣୀପାଳ ଠାରେ ଏକ ବେସିକ୍‌ ଲାଇଫ୍‌ ସପୋର୍ଟ (ବିଏଲଏସ) ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହି ପ୍ରଶିକ୍ଷଣର ପ୍ରାଥମିକ ଉଦ୍ଦେଶ୍ୟ…

କଠିନ ପରିଶ୍ରମ ସଫଳତାର ଚାବିକାଠି

ଅନୁଗୁଳ,୨୮ା୧୨ : ବାପା, ମାଆ ଓ ଗୁରୁଙ୍କୁ ସମ୍ମାନ ଜଣାଇଲେ ବଢିବ ଜ୍ଞାନ ଓ ଗାରିମା। ଯେତେ ସମ୍ମାନ ଦେବେ ସେତେ ଜ୍ଞାନ ପାଇବେ ବୋଲି ଖମାର କଲେଜରେ ପିଲାଙ୍କୁ ସଫଳତାର ଟିପ୍ସ ଦେଇଛନ୍ତି ୫- ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଖମାରରେ ଛାତ୍ରଛାତ୍ରୀଙ୍କୁ ଭେଟିବା ଅବସରରେ ଉକ୍ରଳମଣି…

ଉତ୍ସର୍ଗୀକୃତ ସେବା ଯୋଗାଇବାକୁ ଆହ୍ୱାନ

ଭୁବନେଶ୍ୱର,୨୮ା୧୨ : ଓଡ଼ିଶା ରୂପାନ୍ତରଣରେ ସ୍ୱାସ୍ଥ୍ୟସେବା ଏକ ପ୍ରମୁଖ କ୍ଷେତ୍ର। ଓଡ଼ିଶା ଲୋକଙ୍କ ଟଙ୍କାକୁ ଦରମା ଆକାରରେ ଖର୍ଚ୍ଚ କରାଯାଉଛି। ଆପଣଙ୍କୁ ସେମାନଙ୍କ ସେବା କରିବାକୁ ପଡ଼ିବ। ପ୍ରତ୍ୟେକ ରୋଗୀଙ୍କୁ ସକରାତ୍ମକ ମନୋଭାବରେ ଚିକିତ୍ସା କରିବା ଆପଣଙ୍କ ଦାୟିତ୍ୱ। ଆଜି ଆଉ ୨୪୭୩…

୮ ଭାରତୀୟଙ୍କ ମୃତ୍ୟୁଦଣ୍ଡ ଉପରେ ରୋକ

ନୂଆଦିଲ୍ଲୀ,୨୮ା୧୨ : କତାରରେ କଥିତ ଗୁଇନ୍ଦାଗିରି ଅଭିଯୋଗରେ ଫାଶୀ ଦଣ୍ଡ ପାଇଥିବା ନୌସେନାର ୮ ପୂର୍ବତନ କର୍ମ•ରୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। କତାର କୋର୍ଟ ସମସ୍ତଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇଛନ୍ତି। ମୃତ୍ୟୁ ଦଣ୍ଡ ବିରୋଧରେ ଭାରତ ପକ୍ଷରୁ ଆବେଦନ କରାଯାଇଥିଲା। କତାର କୋର୍ଟ…

ଜାତୀୟ ହକି କ୍ୟାମ୍ପ ପାଇଁ ୩୪ ଜଣିଆ ମହିଳା ଦଳ

ବେଙ୍ଗାଲୁରୁ: ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଓ ଫାଇଭ୍‌ ଏ ସାଇଡ୍‌ ହକି ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ପକ୍ଷରୁ ଜାତୀୟ କ୍ୟାମ୍ପ ପାଇଁ ୩୪ ଜଣିଆ ମହିଳା ଦଳ ଘୋଷଣା କରାଯାଇଛି। ଭାରତୀୟ ମହିଳା ଦଳ ପ୍ୟାରିସ୍‌ ୨୦୨୪ ପାଇଁ ଯୋଗ୍ୟତା ହାସଲ କରି ନ ଥିବା ବେଳେ ରାଞ୍ଚରେ ଅଲିମ୍ପିକ୍ସ…

କିଟ୍‌ରେ ଭାରତୀୟ ଅର୍ଥନୀତି ସଂଘର ୧୦୬ତମ ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ୱର,  : କିଟ୍‌ ରେ ଭାରତୀୟ ଅର୍ଥନୀତି ସଂଘର ୧୦୬ତମ ସମ୍ମିଳନୀ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। କିଟ୍‌ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଯୋଜନା ଆୟୋଗର ପ୍ରାକ୍ତନ ଉପାଧ୍ୟକ୍ଷ ଡ. ମଣ୍ଟେକ ସିଂହ ଆଲୁୱାଲିଆ କହିଲେ, ସରକାର…

ଫେବ୍ରୁଆରୀ ଶେଷ ସୁଦ୍ଧା ଭଦ୍ରକରେ ଗଡ଼ିବ ଲକ୍ଷ୍ମୀବସ

ଭଦ୍ରକ, : ବୁଧବାର ୫- ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭଦ୍ରକ ଗସ୍ତରେ ଯାଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଲୋକଙ୍କ ସମସ୍ୟା ବୁଝିବା ସହ ଖୁବଶୀଘ୍ର ସମାଧାନର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏପରିକି ଫେବ୍ରୁଆରୀ ଶେଷ ସୁଦ୍ଧା "ଲକ୍ଷ୍ମୀ' ବସ୍‌…

ଟ୍ଵିନ୍‌ ସିଟିକୁ ଜଗିବେ ୫୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର, : ନୂଆ ବର୍ଷ ପାଇଁ ଆକ୍ଟିଭ୍‌ ମୋଡ଼ରେ କମିଶନରେଟ୍‌ ପୋଲିସ। ନୂଅବର୍ଷ ପାଳନ ସମୟରେ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଟ୍ୱିନ୍‌ ସିଟିର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। କଟକ ଓ ଭୁବନେଶ୍ୱରରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ।…