Browsing Tag

#ODISHA

ବିଜେପିର ଭୀଷ୍ମ ପିତାମହ ଲାଲକୃଷ୍ଟ ଆଡଭାନୀ ହେବେ କି ? ଆଗାମୀ ରାଷ୍ଟ୍ରପତି

ଆସନ୍ତା ଜୁଲାଇ ମାସ ୨୫ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ସମାପ୍ତ ହେବ । ତେବେ ନିକଟରେ ପାଞ୍ଚଟି ରାଜ୍ୟର ବିଧାନସଭାର ନିର୍ବାଚନର ଫଳାଫଳ ଘୋଷଣା ପରେ ବିଜେପିର ନଜର ଏବେ ରାଷ୍ଟ୍ରପତି ନିର୍ବାଚନ ଉପରେ । ଲୋକସଭାରେ ବିଜେପି ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ମଜବୁତ…

ନବରାତ୍ର ଯୋଗୁ ଦିଲ୍ଲୀରେ ମାଂସ ଦୋକାନ ବନ୍ଦକୁ ବିରୋଧ କଲେ ଓବେସୀ

ଆରମ୍ଭ ହୋଇଛି ମାତା ରାଣୀଙ୍କ ନବ ରାତ୍ରି ପୂଜା। ଏବେ ପୂରା ଦେଶର ହିନ୍ଦୁମାନେ ଉତ୍ସାହ ଉଦ୍ଦୀପନାର ସହ ଭକ୍ତି ଭାବରେ ମା’ଙ୍କୁ ପୂଜା କରୁଛନ୍ତି। ତେବେ ନବରାତ୍ରକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ରାଜନୈତିକ କନ୍ଦଳ ଆରମ୍ଭ ହୋଇଛି। ରିପୋର୍ଟ ମୁତାବକ, ଦକ୍ଷିଣ ଦିଲ୍ଲୀର ମେୟର ମୁକେଶ…

ଚୀନରେ ଠାବ ହେଲା କରୋନାର ନୂଆ ଭାରିଆଣ୍ଟ

ଡୁମାଣୀ ଟିଭି ,୫/୪ : କରୋନା ମହାମାରୀର ଉତ୍ପତ୍ତି ସ୍ଥଳ ଚାଇନାରେ ଏବେ ହୋଇଛି ଆଉ ଏକ ନୂଆ ଭାରିଆଣ୍ଟ । କରୋନାର ଓମିକ୍ରନ ଭାରିଏଣ୍ଟର ଗୋଟିଏ ନୂଆ ସବ ଭାରିଏଣ୍ଟ ଦ୍ୱାରା ଲୋକେ ସଂକ୍ରମିତ ହେଉଥିବା ଜଣାପଡ଼ିବା ପରେ ଚାଇନାର ଚିନ୍ତା ବଢ଼ି ଯାଇଛି । ନୂଆ ସବ ଭାରିଏଣ୍ଟ ସଙ୍ଘାଇ ଠାରୁ ୭୦ କିମି…

କଟକର ଏକ ଶିକ୍ଷାନୁଷ୍ଠାନର ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଡୁମାଣୀ ଟିଭି ,୫/୪ :କଟକର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ହଷ୍ଟେଲରୁ ଛାତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଆତ୍ମହତ୍ୟା କରିଥିବା ଅନୁମାନ କରାଯାଥିବାବେଳେ, ଏଯାଏ କାରଣ ଅସ୍ପଷ୍ଟ ରହିଛି। ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ…

ସଂଘର୍ଷରୁ ମିଳେ ସଫଳତା କଳାକୋଟ୍ ପିନ୍ଧିଲେ କିନ୍ନର ସଲମା

ଡୁମାଣୀ ଟିଭି ,୫/୪ : ସଂଘର୍ଷ ଆଣେ ସଫଳତା । ଯାହା ପ୍ରମାଣ କରି ଦେଖାଇଛନ୍ତି ସଲମା ବେଗମ୍ । କେନ୍ଦୁଝର ଜିଲ୍ଲା ଯୋଡ଼ା ସ୍ଥିତ ରୋଏଡା ଗ୍ରାମରେ ସେ ଦିନେ ପୁରୁଷ ହୋଇ ଜନ୍ମ ହୋଇଥିଲେ । ହେଲେ ସମୟକ୍ରମେ ତାଙ୍କ ଭିତରେ ବିକଶିତ ହେଲା ନାରୀସୁଲଭ ଗୁଣ। ଏଭଳି ଶାରୀରିକ ବ୍ୟତିକ୍ରମ ପାଇଁ ତାଙ୍କୁ…

ମମିତା ମେହେର ହତ୍ୟା ଘଟଣା ଏଡିଜେ କୋର୍ଟରେ ହାଜର ହେଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ

ଡୁମାଣୀ ଟିଭି ,୫/୪ : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା । କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହେଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ । ତେବେ କଡା ସୁରକ୍ଷା ବଳରେ ପୋଲିସ କଣ୍ଟାବାଞ୍ଜି ବିଚାର ବିଭାଗୀୟ ହାଜତରୁ ଆଣି କଣ୍ଟାବାଞ୍ଜି କୋର୍ଟକୁ…

ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଅସଲି ସ୍ତ୍ରୀ ଗିରଫ

ଡୁମାଣୀ ଟିଭି ,୫/୪ : ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଅସଲି ସ୍ତ୍ରୀ ଗିରଫ । ରମେଶଙ୍କ ଦ୍ୱିତୀୟ ସ୍ତ୍ରୀ କମଳା ତୀର୍କିକୁ ଝାଡଖଣ୍ଡରୁ ଗିରଫ କଲା କମିଶନରେଟ ପୋଲିସ । ଠକେଇ ମାମଲାରେ ମାଷ୍ଟରମାଇଣ୍ଡ ଥିଲେ କମଳା । ଓଡିଶାର ପାରାଦୀପରେ ଡାକ୍ତରାଣୀ ଥିଲେ କମଳା ତିର୍କୀ । ତେବେ ଠକ ଡାକ୍ତରଙ୍କ…

ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଶର୍ମିଷ୍ଠା-ଝୁନାଙ୍କୁ ମୁହାଁମୁହିଁ ଜେରା

ଡୁମାଣୀ ଟିଭି,୫/୪ : କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ତଥ୍ୟ ଯୋଗାଡ଼ କରୁଛି କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠା ଓ ଝୁନାଙ୍କୁ ଦ୍ୱିତୀୟ ପର‌୍ୟ୍ୟାୟରେ ରିମାଣ୍ଡରେ ନେଇ ମାରାଥନ୍ ଜେରା ଚାଲିଛି । ହତ୍ୟାର କାରଣ ଓ ମେମୋରୀ ଚିପ୍ ରହସ୍ୟ ଭେଦିବାକୁ ଦୁହିଁଙ୍କୁ ଗତକାଲି ମୁହାଁମୁହିଁ…

ୟୁକ୍ରେନ୍‌ ମେୟରଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରିଛନ୍ତି ରୁଷ ସେନା

ଡୁମାଣୀ ଟିଭି ,୫/୪ :ଧୀରେ ଧୀରେ ୟୁକ୍ରେନ୍‌ ଛାଡ଼ୁଛନ୍ତି ରୁଷ୍‌ ସେନା। ରୁଷ ସେନା ଯିବା ପରେ ଏବେ ସହରର ବିଭିନ୍ନ ସ୍ଥାନରୁ ଶବ ମିଳିବା ଆରମ୍ଭ ହୋଇଛି। ବୁଚା ସହରରେ ଶତାଧିକ ମୃତଦେହ ମିଳିବାପରେ ଏବେ ପଶ୍ଚିମ କିଭ୍‌ର ଏକ ଗାଁରୁ ମେୟର ଓ ତାଙ୍କ ପରିବାର ଲୋକଙ୍କ ଶବ ଜବତ ହୋଇଛି। ମେୟରଙ୍କ…

ପାକିସ୍ତାନର ପୂର୍ବତନ ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦ ହୋଇପାରନ୍ତି

ପାକିସ୍ତାନର ତେହରିକ- ଏ- ଇନସାଫ(ପିଟିଆଇ) କୋର କମିଟିର ପରାମର୍ଶ ଏବଂ ଅନୁମୋଦନ ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ପାକିସ୍ତାନର ପୂର୍ବତନ ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦଙ୍କ ନାମ ନାମିତ କରିଛନ୍ତି। ପିଟିଆଇ ନେତା ଫଓ୍ଵାଦ ଚୌଧୁରୀ ଟୁଇଟ୍ କରି…