Browsing Tag

#ODISHA

ମୋଦୀଙ୍କ ପରୀକ୍ଷା ପେ ଚର୍ଚ୍ଚା – ପରୀକ୍ଷାକୁ ପର୍ବ ଭାବିଲେ ରଙ୍ଗୀନ ଲାଗିବ

ପରୀକ୍ଷା ପେ ଚର୍ଚ୍ଚା ମୋର ବହୁତ ପ୍ରିୟ କାର୍ଯ୍ୟକ୍ରମ । ଆଜିର ଦିନ ଖୁସିର ଦିନ । ପର୍ବ ପର୍ବାଣୀ ମଧ୍ୟରେ ପରୀକ୍ଷା ବି ହୋଇଥାଏ । ଏଥିପାଇଁ ପର୍ବର ମଜା ଅନେକ ଉଠାଇ ପାରିନଥାନ୍ତି । କିନ୍ତୁ ଯଦି ପରୀକ୍ଷାକୁ ଆମେ ପର୍ବ ଭଳି ଭାବିବେ ତେବେ ଏଥିରେ ରଙ୍ଗ ଭରିଯିବ ବୋଲି ପରୀକ୍ଷା ପେ ଚର୍ଚ୍ଚାରେ…

ଚାପରେ ନଇଁଲା ସୋଲୋମନ ଦ୍ୱୀପପୁଞ୍ଜ

ଚାପରେ ନଇଁଲା ସୋଲୋମନ ଦ୍ୱୀପପୁଞ୍ଜ । ଚୀନ ସହ ନୂଆ ସୁରକ୍ଷା ଚୁକ୍ତିକୁ ନେଇ ଅନ୍ତରାଷ୍ଟ୍ରୀୟ ସମୁହ ଚିନ୍ତା ପ୍ରକାଶ କରିବା ପରେ ପ୍ରତିକ୍ରିୟା ରଖିଛି ସୋଲୋମନ ଦ୍ୱୀପ । ସେ ଚୀନକୁ ସୈନ୍ୟ ଅଡ୍ଡା ନିର୍ମାଣ ପାଇଁ ଦେବ ନାହିଁ ବୋଲି କହିଛି । ଏପରି ଭାବେ ସୋଲୋମନର ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ…

ବିହାରର ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ ବିଜେପି ନେତା ଇସ୍ତଫା ଦେଇ ରାଜ୍ୟସଭା ଯିବେ ନୀତିଶ

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ବର୍ତ୍ତମାନ ବଡ଼ଧରଣର ଚର୍ଚ୍ଚା ହେବାରେ ଲାଗିଛି । ଖୁବଶୀଘ୍ର ନୀତିଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ରାଜ୍ୟସଭା ଯାଇପାରନ୍ତି ବୋଲି କିଛି ଗଣମାଧ୍ୟମର ଚର୍ଚ୍ଚା ହେବାରେ ଲାଗିଛି । ବିହାରରେ ବର୍ତ୍ତମାନ ବିଜେପି ଓ ଜେଡି(ୟୁ) ମଧ୍ୟରେ ମେଣ୍ଟ…

ଦେଶବାସୀଙ୍କୁ ସମ୍ବୋଧିତ କଲେ ଇମ୍ରାନ କହିଲେ-ପାକିସ୍ତାନ ଲାଗି ଏହା ଏବେ ନିଷ୍ପତ୍ତିର ସମୟ

ପାକିସ୍ତାନର ଗୁରୁବାର ଗୋଟିଏ ପଟେ ଇମ୍ରାନ ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଅପରପଟେ ସେ ଦେଶକୁ ସମ୍ବୋଧିତ କରିଛନ୍ତି। ସେ ରେକର୍ଡିଂ ବାର୍ତ୍ତା ବଦଳେ ଦେଶାବାସୀଙ୍କ ସହ ସିଧା ସମ୍ବାଦ କରିବାକୁ ଚାହାଁନ୍ତି ବୋଲି କହିଥିବା ବେଳେ ପାକିସ୍ତାନ…

ଓଡିଆ ଭାଷା ଓ ଜାତିର ବିରତ୍ୱର ଗାଥା କହୁଛି ଶିଳ୍ପୀ ମାନସ କୁମାର ସାହୁଙ୍କ ବାଲୁକା କଳା

ଡୁମାଣୀ ଟିଭି , ୧/୪ : ଆଜି ଏପ୍ରିଲ ୧ ଉତ୍କଳ ଦିବସ । ଏହି ଉପଲକ୍ଷେ ଆନ୍ତର୍ଜାତିୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ନିକଟସ୍ଥ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ବନ୍ଦେ ଉତ୍କଳ ଜନନୀ ଥିମକୁ ଆଧାର କରି ଓଡିଶାର ପ୍ରତିଷ୍ଠା ଦିବସରେ ଓଡିଶାର…

ଜାମ୍ମୁ କାଶ୍ମୀର ସୁରକ୍ଷା କର୍ମୀଙ୍କ ଗୁଳିରେ ଆତଙ୍କବାଦୀ ନିହତ

ଡୁମାଣୀ ଟିଭି , ୧/୪ : ଆଜି ଜାମ୍ମୁ କଶ୍ମୀରରେ ଜଣେ ଆତଙ୍କବାଦୀ ଏନକାଉଣ୍ଟରରେ ନିହତ ହୋଇଛି । ସୋପିଆନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା । ଏହାପରେ ଆତଙ୍କବାଦୀ…

ଶର୍ମିଷ୍ଠା ଦେଖାଇଲେ ମାନସ ହତ୍ୟାର ସିନ ରିକ୍ରିଏସନ୍‌

ଡୁମାଣୀ ଟିଭି , ୧/୪ : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଚାନ୍ଦବାଲି ପଳାସରପୁରରେ ଶେଷ ହୋଇଛି କ୍ରାଇମ ସିନ ରିକ୍ରିଏସନ୍ । ଅଳ୍ପ ସମୟରେ ସିନ୍ ରିକ୍ରିଏସନ୍ ସାରି ଫେରିଆସିଛି କ୍ରାଇମବ୍ରାଞ୍ଚ ଟିମ୍ । ଶର୍ମିଷ୍ଠାଙ୍କ ସମେତ ୪ ଜଣଙ୍କୁ ଧରି ସେଠାରେ ପହଞ୍ଚିଥିଲା…

ହଟିଲା କରୋନା କଟକଣା ୪ରୁ ସୁପ୍ରିମକୋର୍ଟରେ ପ୍ରତ୍ୟକ୍ଷ ଶୁଣାଣି

ଡୁମାଣୀ ଟିଭି , ୧/୪ : କରୋନା ମହାମାରୀ ଯୋଗୁଁ ଭର୍ଚୁଆଲରେ ହେଉଥିଲା ଶୁଣାଣି ସଂକ୍ରମଣ କମିବାରୁ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ପ୍ରଧାନ ବିଚାରପତି ଏନ ଭି ରମଣା । ତେବେ ଏପ୍ରିଲ ୪ରୁ ପ୍ରତ୍ୟକ୍ଷ ଶୁଣାଣି ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କରୋନା ମହାମାରୀ ପାଇଁ ୨୦୨୦…

ମୁଖ୍ୟମନ୍ତ୍ରୀ ନବୀନଙ୍କ ନିର୍ଦ୍ଦେଶ ଆଉ ୬ମାସ ମିଳିବ ମାଗଣା ଚାଉଳ

ଡୁମାଣୀ ଟିଭି , ୧/୪ : ରାଜ୍ୟରେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୬ ମାସ ପାଇଁ ମିଳିବ ଅତିରିକ୍ତ ମାଗଣା ଚାଉଳ । ୬ ମାସ ପାଇଁ ଅବଧି ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଅପ୍ରେଲରୁ ସେପ୍ଟେମ୍ବର ମାସ ଯାଏଁ ଅତିରିକ୍ତ ୫ କେଜି ମାଗଣା ଚାଉଳ ମିଳିବ ।…

ଓଡିଶା ପାଳୁଛି ଉତ୍କଳ ଦିବସ ଟ୍ୱିଟ କରି ଶୁଭକାମନା ଦେଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି

ଡୁମାଣୀ ଟିଭି , ୧/୪ : ନିଜର ୮୬ ତମ ଜନ୍ମ ଦିବସ ପାଳନ କରୁଛି ଓଡ଼ିଶା । ଭାଷା ଭିତ୍ତିରେ ଗଠନ ହୋଇଥିବା ପ୍ରଥମ ରାଜ୍ୟକୁ ୮୬ ବର୍ଷ ପୁରୁଥିବା ବେଳେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଆରେ ଟ୍ୱିଟ୍ କରି ଉକ୍ରଳ ଦିବସ ଶୁଭେଚ୍ଛା…