Browsing Tag

#ODISHA

ବନ୍ଦେ ଉତ୍କଳ ଜନନୀ

ପୁଣ୍ୟଭୂମି ଉତ୍କଳ । ୧୯୩୬ ମସିହା ଏପ୍ରିଲ ୧ତାରିଖ ଦିନ ଓଡିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ମିଳିଥିଲା । ଉଡ୍ର,କଳିଙ୍ଗ,ଉତ୍କଳ ନାମରେ ନାମିତ ଏହି ପ୍ରାଚୀନ ଭୂଖଣ୍ଡ ପବିତ୍ର ଭାରତ ଭୂମିରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଏହି ପ୍ରାଚୀନ ଭୂଭାଗ ବିଷୟରେ ସ୍କନ୍ଦ…

କୋହଲି ସାଜିଲେ ପ୍ରେମୀଯୁଗଳଙ୍କ ବ୍ରେକଅଫର କାରଣ

ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ୩୦ମାର୍ଚ୍ଚ ରାତିରେ ଖେଳାଯାଇଥିବା ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା । ଉଭୟ ଦଳ ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ବାଜି ମାରିନେଇଥିଲା ଆରସିବି । ମ୍ୟାଚକୁ ନିଜ ନାଁରେ କରିବାରେ ସକ୍ଷମ…

ଗିରଫ ହେଲେ ୩ ଆତଙ୍କବାଦୀ ସିରିୟଲ ବ୍ଲାଷ୍ଟ ପାଇଁ ଚାଲିଥିଲା ପ୍ଲାନିଙ୍ଗ

ଚିତ୍ତୋଡଗଢ ଜିଲ୍ଲାର ନିମ୍ବାହେଡା କସବେରେ ଏକ ଗାଡିରୁ ୧୨ କେଜି ବିସ୍ଫୋରକ ସାମଗ୍ରୀ ଜବତ କରିଛି ରାଜସ୍ଥାନ ପୋଲିସ । ବିସ୍ଫୋରକ ସାମଗ୍ରୀ ସହ ୩ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଏହାବ୍ୟତୀତ ଅନ୍ୟ ୫ ଜଣଙ୍କୁ ଅଟକ ରଖିଛି ପୋଲିସ । ଏମାନଙ୍କ ମଧ୍ୟରେ ୨ ଜଣ ମଧ୍ୟ ପ୍ରଦେଶର ହୋଇଥିବା ବେଳେ ଜବତ…

ବଲିଉଡ୍‌ର ଦାମୀ ଅଭିନେତ୍ରୀ ଆଲିଆ ଭଟ୍ଟ

ଗଙ୍ଗୁବାଇ କାଠିଆଓ୍ଵାଡ଼ି ଓ ଆର.ଆର.ଆର ପରେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବଢିଯାଇଛି କ୍ରେଜ୍‌ । ସବୁଠି କେବଳ ଆଲିାାଙ୍କୁ ନେଇ ଚର୍ଚ୍ଚା । ତାଙ୍କର ଏହି ଦୁଇଟି ଫିଲ୍ମ ସୁପରହିଟ୍‌ ହୋଇଛି। ଫଳରେ ଆଲିଆଙ୍କ ଦବ୍‌ଦବା ଇଣ୍ଡଷ୍ଟ୍ରୀରେ ଆକାଶଛୁଆଁ ହୋଇଛି। ଏହି ବଡ଼ ସଫଳତା ପରେ ଏବେ ଆଲିଆ…

ଜେଲେନସ୍କିଙ୍କ ଦାବି ଡୋନବାସ୍‌ ଉପରେ ବଡ଼ ଧରଣର ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି ରୁଷ !

ରୁଷ-ୟୁକ୍ରେନ ମଧ୍ୟରେ ଗତ ୩୬ ଦିନ ହେଲାଣି ଯୁଦ୍ଧ ଜାରି ରହିଛି। ରୁଷ ଲଗାତାର ୟୁକ୍ରେନର ବିଭିନ୍ନ ସହର ଉପରେ ଆକ୍ରମଣ କରି ଧ୍ୱଂସର ତାଣ୍ଡବଲୀଳା ଚଳାଇଛି। କିଭ୍‌, ଖାରକିଭ୍‌, ଲଭୀଭ, ମାରିୟୁପୋଲ, ଓଡେସେ ସହ ଅନ୍ୟାନ୍ୟ ସହର ରୁଷ ଆକ୍ରମଣରେ ଛାରଖାର ହୋଇଯାଇଛି। ଏମିତି ସ୍ଥିତିରେ ସାରା ବିଶ୍ୱର…

ଲୋକସଭାରେ ଉଠିଲା ଶ୍ରୀମନ୍ଦିର ପ୍ରସଙ୍ଗ ମୁହାଁମୁହିଁ ହେଲେ ଅପରାଜିତା ଷଡଙ୍ଗୀ ଓ ପିନାକୀ ମିଶ୍ର

ଡୁମାଣୀ ଟିଭି ,୩୧/୩ : ଲୋକସଭାରେ ଉଠିଲା ଶ୍ରୀମନ୍ଦିର ପ୍ରସଙ୍ଗ । ସାଂସଦ ଅପରାଜିତା ଷଡଙ୍ଗୀ ଉଠାଇଲେ ଏହି ପ୍ରସଙ୍ଗ । ଘଗଇର ବିନା ଅନୁମତିରେ କାମ ଚାଲିଛି ବୋଲି ସାସଂଦ କହିଛନ୍ତି । ସେପଟେ ଏହାର ଜବାବ ରଖିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ,…

କିଏ ହେବ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ?

ଡୁମାଣୀ ଟିଭି ,୩୧/୩ : ପାକିସ୍ତାନରେ ଇମରାନ ଖାନଙ୍କ ସରକାର ଉପରେ ସଙ୍କଟ ପଡିଛି । କ୍ରିକେଟରୁ ରାଜନେତା ହୋଇଥିବା ଇମରାନ ଖାନଙ୍କ ବିରୋଧରେ ବିରୋଧୀମାବେ ଏକଜୁଟ ହୋଇ ତାଙ୍କୁ କ୍ଷମତାରୁ ହଟାଇବାକୁ ଚେଷ୍ଟା କରୁଛନ୍ତି, ଯାହାକି ଖୁବଶୀଘ୍ର ସଫଳ ହେବାକୁ ଯାଉଛି । ଯଦି ଇମରାନ ଖାନ ଗାଦିଚ୍ୟୁତ…

plutoରେ ଦେଖିବାକୁ ମିଳୁଛି ବରଫ

ଡୁମାଣୀ ଟିଭି ,୩୧/୩ : ୧୬ ବର୍ଷ ପରେ ବୈଜ୍ଞାନିକଙ୍କୁ ମିଳିଛି ଆଶ୍ଚର୍ଯ୍ୟ କଲାଭଳି ସୂଚନା । ପ୍ଲୁଟୋ ଯାହାକୁକି ମୃତ ଗ୍ରହ ଭାବରେ ବିବେଚନା କରାଯାଉଥିଲା ସେଠାରେ ଦେଖିବାକୁ ମିଳୁଛି ବରଫ ଉଦ୍ଗୀରଣ । ଏହି ନୂତନ ଫଟୋ ସାମ୍ନାକୁ ଆସିବା ପରେ ବୈଜ୍ଞାନିକଙ୍କ ପାଇଁ ନୂତନ ଆଶାର ସଞ୍ଚାର ହୋଇଛି ।…

କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଓଡିଶା ମୁଖ୍ୟ ନିଖିଲାନନ୍ଦଙ୍କୁ ଗିରଫ କରିଛି ଇଓଡବ୍‌ଲୁ

ଡୁମାଣୀ ଟିଭି ,୩୧/୩ : ପୁଣି ଏକ ଚିଟଫଣ୍ଡ ସଂସ୍କାର ଓଡ଼ିଶା ମୁଖ୍ୟ ଗିରଫ । ସକ୍ସେସ ଅନଲାଇନ୍ ସର୍ଭିସ୍ ଓଡ଼ିଶା ମୁଖ୍ୟ ନିଖିଲାନନ୍ଦ ପଶୁପାଳକଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା । ଲୋକଙ୍କ ଟଙ୍କା ଠକି ଫିଲ୍ମ ନିର୍ମାଣରେ ଖର୍ଚ୍ଚ କରିଥିବା ଅଭିଯୋଗ ଆସିଛି । ଖବର ଅନୁଯାୟୀ,…

ଖୋଲିଲା ମାନସ ହତ୍ୟା ମାମଲାର ଗୁମର ରଞ୍ଜନ ନାୟକ କହିଲା ସବୁ ସତ

ଡୁମାଣୀ ଟିଭି ,୩୧/୩ : କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଚାଲିଛି ମାରାଥନ୍ ଜେରା। ତୃତୀୟ ଦିନରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ନୂଆ ନୂଆ ସୁରାକ୍। ମର୍ଡର ମିଷ୍ଟ୍ରିରେ କ୍ରାଇମବ୍ରାଞ୍ଚ ହାତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି। କ୍ରାଇମବ୍ରାଞ୍ଚ…