Browsing Tag

#ODISHA

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର ୩ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ଡୁମାଣୀ ଟିଭି ,୩୦/୩ : କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର। ବଢ଼ିଲା ପ୍ରତିଶତ ମହଙ୍ଗା ଭତ୍ତା। ଆଜି କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବଢ଼ିଛି। ବୁଧବାର କ୍ୟାବିନେଟ୍ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀ ଓ…

ବିଜେପି ଉପରେ ସଙ୍ଗୀନ ଅଭିଯୋଗ କଲେ ସିସୋଦିଆ କହିଲେ କେଜ୍ରିୱାଲଙ୍କୁ ମାରିବାକୁ ଚାହୁଁଛି

ଡୁମାଣୀ ଟିଭି ,୩୦/୩ : ଭାରତୀୟ ଜନତା ପାର୍ଟି(ବିଜେପି) ଉପରେ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ। ସେ କହିଛନ୍ତି ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ହତ୍ୟା ପାଇଁ ଉଦ୍ୟମ କରାଯାଉଛି। ବିଜେପି କେଜ୍ରିଓ୍ଵାଲଙ୍କୁ ହରାଇ ପାରିବ ନାହିଁ, ସେଥିପାଇଁ ତାଙ୍କୁ ହତ୍ୟା…

ସତ ମିଛର ପରୀକ୍ଷାରେ କେତେ ମିଛ କହିଛି ନକଲି ଡାକ୍ତର ରମେଶ ସ୍ୱାଇଁ ଆସିଲା ପଲିଗ୍ରାଫ ଟେଷ୍ଟ ରିପୋର୍ଟ

ଡୁମାଣୀ ଟିଭି ,୩୦/୩ : ଠକ ଡାକ୍ତର ରମେଶ ସ୍ୱାଇଁଙ୍କ ଆସିଲା ପଲିଗ୍ରାଫ ଟେଷ୍ଟ ରିପୋର୍ଟ । ରିପୋର୍ଟ ହିସାବରେ, ମିଛ ଧରା ପରୀକ୍ଷାରେ ମିଛ କହିଛନ୍ତି ଠକ ଡାକ୍ତର । ୭୦ଟି ପ୍ରଶ୍ନରୁ ୫୦ ପ୍ରଶ୍ନରେ ମିଛ କହିଛନ୍ତି ରମେଶ । ତେବେ ରାଜ୍ୟ ଫରେନସିକ ଲାବ୍ରୋଟୋରୀରେ ଠକ ଡାକ୍ତର ରମେଶର ହୋଇଥିଲା…

ସରକାରଙ୍କ ନିଷ୍ପତ୍ତି ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଡୁମାଣୀ ଟିଭି ,୩୦/୩ : ରାଜ୍ୟର ବୃଦ୍ଧି ପାଇବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ । ଏହାକୁ ଦୃଷ୍ଟିରେ ରଖି ସ୍କୁଲଗୁଡ଼ିକୁ ସକାଳୁଆ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ସକାଳ ୬.୩୦ରୁ ୧୦ଟା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ…

ଦେଶରେ ଥିବା ଦୁର ଶତ୍ରୁଙ୍କୁ ନିପାତ କରିବ ଲଢୁଆ JDAM ବିମାନ ତେଜସ୍

ଡୁମାଣୀ ଟିଭି ,୩୦/୩ : ଭାରତୀୟ ସେନାର ହାଲୁକା ଲଢ଼ୁଆ ବିମାନ ଏବେ ଆହୁରି ଆଧୁନିକ ଜ୍ଞାନକୌଶଳ ଦ୍ୱାରା ଖଚିତ ହୋଇଛି । ଭାରତୀୟ ବାୟୁସେନା ଏହି ହାଲୁକା ଲଢ଼ୁଆ ବିମାନକୁ ଆମେରିକାନ ଜଏଣ୍ଟ ଡାଇରେକ୍ଟର ଆଟାକ୍ ମ୍ୟୁନିଶନ(ଜେଡିଏଏମ) କିଟ୍ ଦ୍ୱାରା ଖଚିତ କରାଯାଇଛି । ଏହି ଟେକନିକ୍ ଆସିବା ପରେ…

ଓଡିଶା ବଜେଟ୍ ୨୨-୨୩ ଜାଣନ୍ତୁ କାହା ପାଇଁ କେତେ ?

ବିଧାନସଭାରେ ରାଜ୍ୟର କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ରାଜ୍ୟର ଅଭିବୃଦ୍ଧି ହାର ବୃଦ୍ଧି ସମ୍ଭାବନା ରହିଥିବା ସେ ଗୃହରେ ପ୍ରକାଶ କରିଛନ୍ତି । ବିଭିନ୍ନ ବିଭାଗ ପାଇଁ ବ୍ୟୟ ଅଟକଳ କରାଯାଇଛି । ଅର୍ଥ ବିଭାଗ ପାଇଁ ୧୮ ହଜାର…

ଖୋଲିଲା ଗୁମର ଆସିଲା ମାନସ ସ୍ୱାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଡୁମାଣୀ ଟିଭି ,୩୦/୩ : ଆସିଲା କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟ। ମାନସଙ୍କୁ ବହୁ ସମୟ ଧରି ଭୋକିଲା ରଖାଯାଇଥିଲା। ଦିଆଯାଇଥିଲା ଶାରୀରିକ ନିର‌୍ୟାତନା। ଲୁହା ରଡ୍ରେ ମାଡ ମରାଯାଇଥିଲା । ମାନସଙ୍କ ୩ଟି ପିଞ୍ଜରା ହାଡ ଭାଙ୍ଗିଯାଇଥିବା ପୋଷ୍ଟମୋର୍ଟମ ରିପୋର୍ଟରେ…

ଭାରତ ମାଟିରେ ଗଡିଛି ହାଇଡ୍ରୋଜନ ଚାଳିତ କାର

ଭାରତ ମାଟିରେ ଗଡିଛି ହାଇଡ୍ରୋଜନ ଚାଳିତ କାର । ଯାହାକି ପ୍ରଥମ ଘଟଣା । ପୂର୍ବରୁ ପେଟ୍ରୋଲ, ଜିଡେଲରେ ପ୍ରତି ସଡକରେ ଚାଲୁଥିଲା ଗାଡି । ହେଲେ ଦୀର୍ଘଦିନର ଅପେକ୍ଷା ପରେ ଆଜି ପ୍ରଥମଥର ପାଇଁ ଭାରତୀୟ ସଡକରେ ଚାଲିଛି ଏହି କାର୍ । ଆଉ ପ୍ରଥମ କରି ଏହି କାରରେ ଯାତ୍ରା କରିଛନ୍ତି କେନ୍ଦ୍ର ସଡକ…

ଏଥର ଆଡମ୍ବରରେ ପାଳନ ହେବ ଉତ୍କଳ ଦିବସ

ଡୁମାଣୀ ଟିଭି ,୩୦/୩ : ଆସନ୍ତା କାଲି ଉତ୍କଳ ଦିବସ । ପୂର୍ବ ବର୍ଷ ଗୁଡିକ କୋଭିଡ ଯୋଗୁ ଉତ୍କଳ ଦିବସକୁ ଆଡମ୍ବରରେ ପାଳନ କରାଯାଏନଥିଲା କିନ୍ତୁ ଏଥର ଆଡ଼ମ୍ବରରେ ପାଳନ ହେବ ଉତ୍କଳ ଦିବସ । ଓଡ଼ିଶା ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ ଉତ୍କଳ ଦିବସକୁ ମହାସମାରୋହରେ ପାଳନ କରାଯିବ । ପ୍ରତି…

ତେଲେଙ୍ଗାନାରେ ୧୦୦ଟି ବୁଲା କୁକୁରଙ୍କୁ ବିଷାକ୍ତ ଇଞ୍ଜେକସନ ଦେଇ ହତ୍ୟା

ବୁଲା ପଶୁଙ୍କ ପାଇଁ କାମ କରୁଥିବା ଜଣେ ସାମାଜିକ କର୍ମୀଙ୍କ ଅନୁସାରେ ତେଲେଙ୍ଗାନାର ସିଦ୍ଦିପେଟ ଜିଲ୍ଲାରେ ୧୦୦ରୁ ଅଧିକ ବୁଲା କୁକୁରମାନଙ୍କୁ ସାମୁହିକ ଭାବେ ହତ୍ୟା କରାଯାଇଛି । ସିଦ୍ଦିପେଟ ଜିଲ୍ଲାର ଜଗଦେବପୁର ମଣ୍ଡଳରେ ଥିବା ଥିଗୁଲ ଗାଁର ସରପଞ୍ଚ ଓ ସମ୍ପାଦକ ଜଣେ ବୃତ୍ତିଗତ କୁକୁର…