ବଡ଼ଦାଣ୍ଡ ପାଖରୁ ରକ୍ତାକ୍ତ ଅବସ୍ଥାରେ ଯୁବତୀ ଉଦ୍ଧାର
ପୁରୀ: ବଡ଼ଦାଣ୍ଡ ପାର୍ଶ୍ୱରୁ ଗତକାଲି ଜଣେ ଯୁବତୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ଜଣେ ଅଣଓଡ଼ିଆ ଯୁବତୀ ବୋଲି ଜଣାଯାଇଛି। ତାଙ୍କୁ ପୁରୀ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉକ୍ତ ଯୁବତୀଙ୍କ ବୟସ ପ୍ରାୟ ୩୦ ବର୍ଷ ହୋଇଥିବାର ଅନୁମାନ କରାଯାଉଛି।…