Browsing Tag

#omicron

ରାଜ୍ୟରେ ପୁଣି ବଢିଲାଣି କରୋନା ସଂକ୍ରମଣ

ଡୁମାଣୀ ଟିଭି ,୨୩/୩ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୨୮୫ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ…

ଚୀନରେ ବଢୁଛି କରୋନାର ୪ର୍ଥ ପ୍ରକୋପ

ଡୁମାଣୀଟିଭି.୨୧/୩ : ଚୀନ ଓ ହଂକଂ ସହ କିଛି ୟୁରୋପୀୟ ଦେଶରେ କରୋନାର ପ୍ରକୋପ ବଢିବାରେ ଲାଗିଛି । କିନ୍ତୁ ଭାରତରେ କିଛି ପ୍ରଭାବ ପଡିବ ନାହିଁ । କରୋନାର ମହାମାରୀର ଚତୁର୍ଥ ଲହରୀ ଆସିଲେ ମଧ୍ୟ କିଛି ପ୍ରଭାବ ପଡିବ ନାହିଁ । ଏନେଇ ଦେଶର ଅନେକ ଚିକିତ୍ସା ବିଶେଷଜ୍ଞ ଦାବି କରିଛନ୍ତି ।

କରୋନାରେ ପୁଣି ବିଗିଡିବାରେ ଲାଗିଲାଣି ଚୀନର ସ୍ଥିତି

ଡୁମାଣୀ ଟିଭି ,୧୭/୩ : କରୋନା ପାଇଁ ଚୀନ୍ର ଅବସ୍ଥା ପୁଣି ଖରାପ ହେବାରେ ଲାଗିଛି । ୨୦୨୦ ପରାଠାରୁ ଏଠାରେ ସବୁଠାରୁ ଖରାପ ପରିସ୍ଥିତି କୁହାଯାଉଛି । ବଢୁଥିବା ମାମଲା ହେତୁ ଚାଇନାର ଅନେକ ସ୍ଥାନରେ ଚିକିତ୍ସା ସମ୍ବଳର ଅଭାବ ଅନୁଭୂତ ହେଉଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଆସନ୍ତା