ଗଣ୍ଡଗୋଳକାରୀଙ୍କ ତାଲିକା ପ୍ରସ୍ତୁତ: ଡିସିପ
ଭୁବନେଶ୍ୱର, (ଡିକେ ନୁ୍ୟଜ୍):ପଦ୍ମକେଶରୀପୁର ଗାଁରେ ଗୋଷ୍ଠୀସଂଘର୍ଷ ପରେ ଘଟଣାସ୍ଥଳରେଅଧିକ ଫୋର୍ସ ମୁତୟନକରାଯାଇଛି । ଏନେଇ ଭୁବନେଶ୍ୱର
ଡିସିପି ପ୍ରତୀକ ସିଂ ସୂଚନାଦେଇଛନ୍ତି । ପୂର୍ବ ଶତ୍ରୁତାକୁ ନେଇଗଣ୍ଡଗୋଳ ଘଟିଛି । ପୂର୍ବରୁ ଉଭୟଗୋଷ୍ଠୀର ୧୨ ଜଣଙ୍କୁ ଗିରଫ କରିକୋର୍ଟ ·ଲାଣ…