୨୮ରେ ଚନ୍ଦ୍ରଗ୍ରହଣ: ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତ
ପୁରୀ,୧୦ା୧୦(ଡିକେ ନୁ୍ୟଜ): କୁମାରପୂର୍ଣ୍ଣିମାରେ ପଡୁଛି ରାହୁଗ୍ରସ୍ତ ଖଣ୍ଡ ଗ୍ରାସଚନ୍ଦ୍ର ଗ୍ରହଣ । ଏଥିପାଇଁ ଶ୍ରୀମନ୍ଦିର ସ୍ୱତନ୍ତ୍ରନୀତି ଅନୁଷ୍ଠିତ ହେବ । ଏହି ଦିନଚକ୍ରରାଜ ସୁଦର୍ଶନ ·ରିଆଶ୍ରମପରିକ୍ରମା କରି ରତ୍ନସିଂହାସନରେ ବିଜେକରିବେ । ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁପାକତ୍ୟାଗ…