Browsing Tag

#puri

ଶ୍ରୀ ମନ୍ଦିର ଚୁଲି ଭାଙ୍ଗିଥିବା ଅଭିଯୋଗରେ ଧରା ପଡିଲେ 3 ଅଭିଯୁକ୍ତ

ଡୁମାଣୀ ଟିଭି ୪/୪ : ପୁରୀ ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣାରେ ଧାରପଡ଼ିଲେ ଅଭିଯୁକ୍ତ । ୩ ଜଣଙ୍କୁ ଚିହ୍ନଟ କଲା ପୋଲିସ୍‌ । ପୋଲିସ୍‌ ପକ୍ଷରୁ ସିସିଟିଭି ଯାଞ୍ଚ କରାଯାଇଥିବା ବେଳେ ଏଥିରେ ଜଡ଼ିତ ଥିବା ୩ ଜଣଙ୍କୁ ଚିହ୍ନଟ କରାଯାଇଛି । ଅନ୍ୟପଟେ ଶ୍ରୀମନ୍ଦିର ରୋଷ ଘର ଭିତରେ ଚୁଲି…

ଜଗାର ଚୁଲି କିଏ ଭାଙ୍ଗିଛି ତାକୁ ନେଇ ଚାଲିଛି ତଦନ୍ତ

ଡୁମାଣୀ ଟିଭି ୪/୪ : ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣା । ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ସୁରକ୍ଷା ପ୍ରଶାସକଙ୍କ ଦ୍ୱାରା ଆରମ୍ଭ ହୋଇଛି ତଦନ୍ତ । ପ୍ରାଥମିକ ପର୍ଯ୍ୟାୟରେ ରୋଷଘର ସହ ସଂପୃକ୍ତ ଥିବା ୪ଜଣ ପ୍ରମୁଖ ସେବକଙ୍କୁ ପଚରାଉଚରା କରାଯାଇଛି ।…

ଶ୍ରୀମନ୍ଦିର ରୋଷ ଘରେ ଦୁର୍ବୃତ୍ତ ଭାଙ୍ଗିଲେ ଚୁଲି

ଶ୍ରୀମନ୍ଦିର ରୋଷ ଘରେ ଅଘଟଣ । ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ । ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତ ପାଇଁ ରୋଷ ଘରେ ୧୦୦ ଚୁଲିରୁ ଅଧିକ ଭାଙ୍ଗିଲେ ଦୁର୍ବୃତ୍ତ । ଏଥିରେ ୭ଟି କୋଠ ଭୋଗ ଚୁଲି ସମେତ ପାଖାପଖି ୧୦୦ ଚୁଲି ରହିଥିବା ସୂଚନା । କେବେଳ ଚାବି ପଡି ରହିଥିବା ଉତ୍ତରପାର୍ଶ୍ବ ଚୁଲି ,…

ଆମ ବଡଠାକୁରଙ୍କ ପଖାଳ ଖିଆ

ଆମ ବଡଠାକୁରଙ୍କ ପଖାଳ ଖିଆ ଡୁମାଣୀ ଟିଭି,୨୦/୩ : ଆଜି ମାର୍ଚ୍ଚ ୨୦ ତାରିଖ ବିଶ୍ଵ ପଖାଳ ଦିବସ ଅବସରରେ ଆସନ୍ତୁ ଜାଣିବା ପଖାଳ ଆଉ ଆମ କାଳିଆ ଠାକୁର ମଧ୍ୟରେ ଥିବା ସଂପର୍କ । ବଡଖିଆ ଜଗନ୍ନାଥଙ୍କ ଷାଠିଏ ପଉଟି ଖାଇବାରେ ପଖାଳ ଓ ଟଙ୍କ ତେରାଣି ଅନ୍ୟତମ । ଓଡିଆ ଘରର ଆଦ୍ୟ କାଳିଆ ସାଆନ୍ତଙ୍କ

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା ,ଗାଁଠୁ ସହର ଉତ୍ସବ ମୁଖର

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା ଡୁମାଣୀ ଟିଭି,୧୮/୩ : ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଗାଁଠୁ ସହର ଉତ୍ସବ ମୁଖର। ଜମୁଛି ଦୋଳ ମେଲଣ। ସାହିକୁ ସାହି ବୁଲି ଭୋଗ ଖାଇବା ସହ ରଙ୍ଗବେରଙ୍ଗ ଅବିରରେ ହୋଲି ଖେଳୁଛନ୍ତି ଦୋଳ ଗୋବିନ୍ଦ। ଭକ୍ତ ଭଗବାନଙ୍କ ମିଳନ ହେବ। ଏହି ଦୋଳ ମେଳଣରେ ଭକ୍ତଙ୍କ ପାଈ