Lakme ରାମ୍ପ ୱାକ୍ରେ ଆପ ନେତା ରାଘବ ଚଡ୍ଡା
ଡୁମାଣୀ ଟିଭି ,୨୯/୩ : Lakme ଫ୍ୟାଶନ ଓ୍ୱିକରେ ଏଥର ଦେଖିବାକୁ ମିଳିଥିଲା ଆଶ୍ଚର୍ୟ୍ୟ କଲା ଭଳି ଦୃଶ୍ୟ । ଏଥର ଶୋ ଷ୍ଟପର ଥିଲେ ଆମ୍ ଆଦମୀ ପାର୍ଟିର ଷ୍ଟାଇଲିସ୍ ନେତା ଭାବରେ ବିବେଚିତ ରାଘବ ଚଡ୍ଡା । ଡିଜାଇନର୍ ପୱନ ସଚ୍ଚଦେବଙ୍କ ଶୋ’ରେ ଅଂଶଗ୍ରହଣ କରିବା ସହ ରାମ୍ପ ଓ୍ୱାକ୍ କରିଥିଲେ ।…