Browsing Tag

rbi

ବିତ୍ତୀୟ ପରିଚାଳନା : ଓଡ଼ିଶା ଶୀର୍ଷରେ

ଭୁବନେଶ୍ୱର,୧୩ା୧୨ : ରାଜ୍ୟର ଶୃଙ୍ଖଳିତ ବିତ୍ତୀୟ ପରି•ଳନା ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ସଦ୍ୟତମ ରିପୋର୍ଟରେ ବିତ୍ତୀୟ ପରି•ଳନା, ଋଣ ହାର, ଅଣ ଟିକସ ରାଜସ୍ୱ ଆଦାୟ ଆଦି ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ଦେଶର ବଡ଼ବଡ଼ ରାଜ୍ୟକୁ ପଛରେ ପକାଇ ଶୀର୍ଷସ୍ଥାନ…

ବନ୍ଦ ହୋଇଯିବ ଇଏମଆଇ-ପେ ଲାଟର ଫିଚର୍ସ: ଆରବିଆଇ

ନୂଆଦିଲ୍ଲୀ: ଅନଲାଇନରେ ଆପଣ କିଛି ଜିନିଷ କିଣୁଥିବାବେଳେ କେବେ କ୍ୟାସ ଅନ ଡେଲିଭେରି କିମ୍ବା ଅନଲାଇନ ପେମେଣ୍ଟ କରିଥାନ୍ତି । ଏହାରି ଭିତରେ ସୂଚନା ମିଳିଛି କି, ଏହି ଦୁଇଟି ଫିଚର୍ସ ଖୁବ୍‌ ଶୀଘ୍ର ବନ୍ଦ ହୋଇଯାଇପାରେ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହିଭଳି ସ୍ମଲ ପର୍ସନାଲ ଲୋନ ଓ…

ଠକାମିର ୩ ଦିନରେ ସୂଚନା ନଦେଲେ ଆଉ ପାଇବେନି ଟଙ୍କା: ଆରବିଆଇ

ନୂଆଦିଲ୍ଲୀ: ବହୁଥର ସାଇବର ଫ୍ରଡଙ୍କ କାରନାମା ପାଇଁ ଅନେକ ଗ୍ରାହକ ଠକାମିର ଶିକାର ହୁଅନ୍ତି । ଅନେକ ଲୋକଙ୍କର ଏସବିଆଇ ଆକାଉଣ୍ଟ ରହିଛି । ଯାହାକୁ ନେଇ ବ୍ୟାଙ୍କ ତରଫରୁ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଏ । ଏଥିପାଇଁ ବ୍ୟାଙ୍କ ତରଫରୁ ସତର୍କ ସୂଚନା ଦିଆଯାଏ ଯାହାକୁ ଜାଣିବା ଆପଣ…

ଆସନ୍ତା ମାସରେ ୧୫ଦିନ ବନ୍ଦ ରହିବ ବ୍ୟାଙ୍କ ସେବା

ଡୁମାଣୀ ଟିଭି ,୩୧/୩ : ଯଦି ଆପଣଙ୍କର କିଛି ବି ବ୍ୟାଙ୍କ କାମ ରହିଥାଏ ତା ହେଲେ ତୁରନ୍ତ ଶେଷ କରି ଦିଅନ୍ତୁ । ଆସନ୍ତା ଏପ୍ରିଲ ମାସରେ ପ୍ରାୟ ୧୫ ଦିନ ଯାଏଁ ବିଭିନ୍ନ ଛୁଟି ପାଇଁ ବ୍ୟାଙ୍କ ବନ୍ଦ ରହିବ । ଏପ୍ରିଲ ମାସରେ ଗୁଡି ପଡୱା, ସରହୁଲ ଓ ବୈଶାଖୀ ପରି ପର୍ବ ପଡୁଥିବା ବେଳେ ଏକାଧିକ…

ଆସନ୍ତୁ ଜାଣିବା ଭାରତୀୟ ନୋଟରେ ଗାନ୍ଧିଙ୍କ ଫଟୋ କିପରି ଛପା ହେଲା ତାର କିଛି ରୋଚକ ତଥ୍ୟ

ଆସନ୍ତୁ ଜାଣିବା ଭାରତୀୟ ନୋଟରେ ଗାନ୍ଧିଙ୍କ ଫଟୋ କିପରି ଛପା ହେଲା ତାର କିଛି ରୋଚକ ତଥ୍ୟ ଡୁମାଣୀଟିଭି.୨୧/୩ : ସର୍ବ ପ୍ରଥମେ ୧୯୬୯ ମସିହାରେ ମହାତ୍ମା ଗାନ୍ଧିଙ୍କ ଫଟୋ ଭାରତୀୟ ନୋଟ୍‌ରେ ଛପା ଯାଇଥିଲା । ଏହି ନୋଟ୍‌ରେ ଗାନ୍ଧୀଙ୍କ ପଛପଟେ ସେବାଶ୍ରମ ଆଶ୍ରମର ଫଟୋ ମଧ୍ୟ ଥିଲା । ଯେତେ