Browsing Tag

#salim akhtar dukan

୨୫ ବର୍ଷରୁ ବଜରଙ୍ଗୀ ପତାକା ତିଆରି କରୁଛନ୍ତି ମୁସଲିମ ପରିବାର

ଡୁମାଣୀ ଟିଭି,୧୦/୪:ଝାଡଖଣ୍ଡର ଧନବାଦରେ ଜନଗହଳିପୂର୍ଣ୍ଣ ପୁରୁଣା ବଜାରରେ ରହିଛି ଏକ ଛୋଟ ଦୋକାନ। ବଜରଙ୍ଗୀ ପତାକାରେ ଭର୍ତ୍ତି ଉକ୍ତ ଦୋକାନ। ଦୋକାନର କାନ୍ଥର ଗୋଟିଏ ପଟେ ଝୁଲିଛି ଛୋଟ ତ୍ରିରଙ୍ଗା ପତାକା। ତା ପାର୍ଶ୍ଵରେ ରହିଛି ପିର ହଜରତ ଶେଖ ଅବଦୁଲ ଗଫାର ଏବଂ ତାଙ୍କ ମଜାର ଏ…