ଶିମିଳିପାଳରେ ନିଆଁ ଲଗାଉଥିବା ୫ଜଣ ଗିରଫ
ଡୁମାଣୀ ଟିଭି ,୨୯/୩ : ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଛି। ନିଆଁ ଲଗାଉଥିବା ବେଳେ ୫ ଜଣକୁ ଧରିଛି ବନବିଭାଗ । ଆଜି ତାଳବନ୍ଧ ରେଞ୍ଜର ୬ ଟି ଏବଂ ଚହଲା ରେଞ୍ଜ ଗୋଟିଏ ପଏଣ୍ଟରେ ନିଆଁ ଲାଗିଛି। ନିଆଁକୁ ଆୟତ୍ତ କରିବାକୁ ବନଭିଭାଗ କର୍ମଚାରୀ ଓ ଅଗ୍ନିଶମ ବିଭାଗ ନିୟୋଜିତ କରାଯାଇଛି ।…