ହଟିଲା କରୋନା କଟକଣା ୪ରୁ ସୁପ୍ରିମକୋର୍ଟରେ ପ୍ରତ୍ୟକ୍ଷ ଶୁଣାଣି
ଡୁମାଣୀ ଟିଭି , ୧/୪ : କରୋନା ମହାମାରୀ ଯୋଗୁଁ ଭର୍ଚୁଆଲରେ ହେଉଥିଲା ଶୁଣାଣି ସଂକ୍ରମଣ କମିବାରୁ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ପ୍ରଧାନ ବିଚାରପତି ଏନ ଭି ରମଣା । ତେବେ ଏପ୍ରିଲ ୪ରୁ ପ୍ରତ୍ୟକ୍ଷ ଶୁଣାଣି ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
କରୋନା ମହାମାରୀ ପାଇଁ ୨୦୨୦…