Browsing Tag

#swimming champianship chahat arora

ଥାଇଲାଣ୍ଡ ଏଜ୍‌ ଗ୍ରୁପ ସନ୍ତରଣ ଚାମ୍ପିଅନଶିପ୍‌, ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଚହଟ ଆରୋରା

ଡୁମାଣୀ ଟିଭି,୧୦/୪:ଭାରତର ଚହଟ ଆରୋରା ଥାଇଲାଣ୍ଡରେ ଅନୁଷ୍ଠିତ ଏକ ଗ୍ରୁପ ସନ୍ତରଣ ଚାମ୍ପିଅନଶିପର ମହିଳା ୫୦ ମିଟର ବ୍ରେଷ୍ଟଷ୍ଟ୍ରୋକ ଇଭେର୍ଟରେ ଜିତିଲେ ସ୍ୱର୍ଣ୍ଣ ପଦକ । ଗତ ବର୍ଷ ଜାତୀୟ ଚାମ୍ପିଅନଶିପରେ ଦୁଇ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଚଣ୍ଡିଗଡରେ ଜନ୍ମିତ ଆରୋରା ଥାଇଲାଣ୍ଡ…