ଆଇଫୋନ ତିଆରି କରିବ ଟାଟା କମ୍ପାନୀ
ମୁମ୍ବାଇ: ଦେଶର ଦିଗ୍ଗଜ ଟେକ୍ କମ୍ପାନୀ ଟାଟା ଗ୍ରୁପ ଏବେ କିଛି ନୂଆ କରିବାକୁ ଯାଉଛନ୍ତି । ନିକଟରେ ଟାଟା ତାଙ୍କର ମେଗା ପ୍ଲାନ ଉଜାଗର କରିଛନ୍ତି, ଯେଉଁଥିରେ ସମସ୍ତଙ୍କୁ ଏବେ ସ୍ୱଦେଶୀ ଆଇଫୋନ ମିଳିପାରିବ । ଭାରତୀୟ କମ୍ପାନୀ ଟାଟା ଏବେ ଦେଶରେ ଆଇଫାନ ତିଆରି କରିବେ । କମ୍ପାନୀ ଭାରତରେ…