Browsing Tag

#war

ଇସ୍ରାଏଲ ଆକ୍ରମଣରେ ଗାଜା ଛିନଛତ୍ର

ପାଲେଷ୍ଟାଇନ : ହମାସ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବା ନାଁ ଧରୁନି । ହମାସର ଆତଙ୍କୀ ହମଲା ପରେ ଗାଜା ପଟ୍ଟି ଉପରେ ଇସ୍ରାଏଲ ତୁହାକୁ ତୁହା ଆକ୍ରମଣ କରି ଚାଲିଛି । ଏପରିକି ଲଗାତାର ଆକ୍ରମଣ କରି ଗାଜା ପଟ୍ଟି ୨ଭାଗରେ ବିଭକ୍ତ ହୋଇ ଯାଇଥିବା ଗତକାଲି ଇସ୍ରାଏଲ ସେନା ଦାବି କରିଛି…

କାନ କାଟି ନେଉଛନ୍ତି ଋଷର ଏହି ଭୟଙ୍କର ସେନା

ଚାଲିଛି ଆକ୍ରମଣ ଓ ପ୍ରତି ଆକ୍ରମଣ । ଦୁଇ ଦେଶ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ସହ କେହିବି ହାର ମାନିବାକୁ ନାରାଜ । କେହି ବି ଅସ୍ତ୍ର ଛାଡିବାକୁ ନାରାଜ । ଏ ଯୁଦ୍ଧ ଏଭଳି ଚାଲିଛି ଯେ ଦୁଇ ଦେଶର ବର୍ବାଦୀ ଭଲଭାବରେ ନଜର ଆସୁଛି । ଏଯାଏଁ କୌଣସି ନିଷ୍କର୍ସ ସାମନାକୁ ଆସୁନି । ଏହା ଭିତରେ…

ଋଷ-ୟୁକ୍ରେନ ଯୁଦ୍ଧରେ ଧଂସ ହୋଇଗଲାଣି ମାରିୟୁପୁଲ ସହର

ଡୁମାଣୀ ଟିଭି ,୨୮/୩ : ଧ୍ୱସ୍ତ ବିଧ୍ୱସ୍ତ ବନ୍ଦର ସହର ମାରିୟୁପୁଲ । ମାସକରେ ଋଷ ଆକ୍ରମଣରେ ଛାରଖାର ମାରିୟୁପୁଲ। ଋଷର ଘନ ଘନ ଆକ୍ରମଣ ମାରିୟୁପୁଲ୍ରେ ସ୍ଥିତି ଗମ୍ଭୀର ହୋଇପଡିଛି। ଲୋକମାନେ ବିଜୁଳି, ପାଣି, ବିଦ୍ୟୁତ ସଂଯୋଗରୁ ବଞ୍ଚିତ । ରାତି ଆକାଶରେ କେବଳ ବୋମା ବିସ୍ଫୋରଣର ଆଲୁଅ । ଦିନେ…

ଭାରତୀୟ ଅର୍ଥନୀତି ଉପରେ ପ୍ରଭାବ ପକାଇବ ଯୁଦ୍ଧ

ଡୁମାଣୀ ଟିଭି ,୨୫/୩ : ୨୦୨୨ରେ ଭାରତର ଜିଡିପି ଅଭିବୃଦ୍ଧି ୪.୬% ରହିବ । ଜାତିସଂଘ ପକ୍ଷରୁ ଏହି ଅନୁମାନ କରାଯାଇଛି । ପୂର୍ବ ଅନୁମାନ ତୁଳନାରେ ଏହା ୨%ରୁ ଅଧିକ କମ୍ । ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଜାତିସଂଘ ଏହି ସଂଶୋଧିତ ଆକଳନ କରିଛି । ଯୁଦ୍ଧ ଯୋଗୁ ଭାରତର ଶକ୍ତି କ୍ଷେତ୍ର ଉପରେ ପ୍ରଭାବ…