ବିଶ୍ୱ ·ମ୍ପିଅନ ଇଂଲଣ୍ଡକୁ ହରାଇଲା ଆଫଗାନିସ୍ତାନ
ନୂଆଦିଲ୍ଲୀ, ୧୫ା୧୦: ବିଶ୍ୱକପ୍କ୍ରିକେଟର ଏକ ବଡ଼ ବିପର୍ଯ୍ୟୟଘଟାଇଛି ଆଫଗାନିସ୍ତାନ । ଏହିଦଳ ବିଶ୍ୱ ·ମ୍ପିଅନ ଇଂଲଣ୍ଡକୁ୬୯ ରନରେ ହରାଇଦେଇଛି ।ଆଫଗାନିସ୍ତାନ ଦ୍ୱାରା ରଖାଯାଇଥିବା୨୮୫ ରନ ଜବାବରେ ଇଂଲଣ୍ଡ୨୧୫ ରନ କରି ଅଲଆଉଟହୋଇଯାଇଛି । ହେନେରି ବ୍ରୁକଙ୍କବ୍ୟତୀତ ଦଳର ଅନ୍ୟ…