ଯୋଗୀଙ୍କ 2.0 ଭର୍ସନ ସରକାରରେ ଅପରାଧୀ ମାନେ ବେହାଲ
ଡୁମାଣୀ ଟିଭି ,୨୭/୩ : ଉତ୍ତର ପ୍ରଦେଶରେ ଦ୍ୱିତୀୟ ଥର ପାଇଁ ଯୋଗୀ ରାଜ୍ ଫେରିବା ପରେ ରାଜ୍ୟରେ ଅପରାଧୀମାନେ ପ୍ରମାଦ ଗଣିବା ଆରମ୍ଭ କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଦିନ କେଇଟା ହେଇନି ରାଜ୍ୟର ୫୦ ଅପରାଧୀ ଆପେ ଆପେ ଆତ୍ମସମର୍ପଣ କଲେଣି।
କଥା ସେତିକିରେ ସରିନି। ଅପରାଧୀଙ୍କ…