କରୋନାରେ ସମଗ୍ର ବିଶ୍ୱରେ ମୃତ୍ୟୁ ସଂଖ୍ୟା ୨୩.୭ ଲକ୍ଷକୁ ବୃଦ୍ଧି

184

ନୂଆଦିଲ୍ଲୀ:  କରୋନାରେ ଆଜି ଯାଏଁ ବିଶ୍ୱବ୍ୟାପୀ ମୃତ୍ୟୁ ସଂଖ୍ୟା ୨୩ ଲକ୍ଷ ୭ ହଜାର ୩୬ରେ ପହଂଚିଥିବା ବେଳେ୧୦ କୋଟି ୫୮ ଲକ୍ଷ ୮୦ ହଜାର ୨୨୨ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ଏଥିରୁ ୭ କୋଟି ୭୬ ଲକ୍ଷ ୪୯ ହଜାର ୪୪୩ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୯ ଲକ୍ଷ ୨୩ ହଜାର ୭୪୩ ଜଣ ଲୋକ ସକ୍ରିୟ ଅଛନ୍ତି । 

Leave A Reply

Your email address will not be published.