ନାବାଳକର ତଂଟି କଟାଯିବା ଘଟଣା: ଅଭିଯୁକ୍ତ ନାବାଳକ ଅଟକ

163

କେନ୍ଦ୍ରାପଡ଼ା:  କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଟୁବିହୁଡ଼ାରେ ନାବାଳକର ତଂଟି କଟାଯିବା ଘଟଣାରେ ଅଭିଯୁକ୍ତ ନାବାଳକକୁ ପୋଲିସ ଅଟକ ରଖିଛି । ଅଭିଯୁକ୍ତକୁ ଏନେଇ ପଚରା ଉଚୁରା ଜାରୀ ରହିଛି । କାହିଁକି ଓ କେଉଁ ପରିସ୍ଥିତିରେ ସେ ଏଭଳି କଲେ ସେନେଇ ପୋଲିସ ତଥ୍ୟ ସଂଗ୍ରହ କରୁଛି ।

Leave A Reply

Your email address will not be published.