ନୂଆ ନିଦେ୍ର୍ଦଶନାମା ଜାରି କଲେ ବିଏମ୍ସି କମିସନର

207

ଭୁବନେଶ୍ୱର, (ଡିକେ ନୁ୍ୟଜ୍):ରାଜଧାନୀରେ ହୋଲ୍ଡିଂ ସଂଖ୍ୟା ୧ ଲକ୍ଷ୨୦ ହଜାର । ହେଲେ ମାତ୍ର ୬୦ହଜାର ଘରୁ ଆଦାୟ ହେଉଛି ହୋଲ୍ଡିଂଟ୍ୟାକ୍ସ । ଅର୍ଥାତ ଅଧା ଘରୁ ଟିକସଆସୁନାହିଁ । ଫଳରେ ବାର୍ଷିକ ବିଏମସିପ୍ରାୟ ୨୦ କୋଟିର ରାଜସ୍ୱହରାଉଛି । ତା’ଛଡ଼ା ଏହି ହୋଲ୍ଡିଂଟିକସ ଉପରେ ସିଏଜି ମଧ୍ୟ ପ୍ରଶ୍ନଉଠାଇଥିଲେ । ଏହା ପରେ ବିଏମସିତତ୍ପର ହୋଇଛି । ପ୍ରତ୍ୟେକ ୱାର୍ଡଅଫିସର ସକାଳ ୭ଟାରୁ ଘର ଘରବୁଲିବେ । ନୂଆ ହୋଲ୍ଡିଂ ଆକଳନକରିବା ସହ ପୁନଃ ଆକଳନ ମଧ୍ୟକରିବେ । ଆସନ୍ତା ୧୫ ଦିନ ପର୍ଯ୍ୟନ୍ତଏହି ପ୍ରକ୍ରିୟା ·ଲିବ ବୋଲି କମିସନରବିଜୟ ଅମୃତା କୁଲାଙ୍ଗେ ନିଦେ୍ର୍ଦଶଦେଇଛନ୍ତି । ଶୁକ୍ରବାର ବିଏମସିପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତିପ୍ରକାଶ ପାଇଛି । ନୋଟିସ୍ ଅନୁଯାୟୀବହୁ ସଂଖ୍ୟାରେ ଆବାସିକ ଓବାଣିଜ୍ୟିକ କୋଠାର ହୋଲ୍ଡିଂ ଟ୍ୟାକ୍ସଧାର୍ଯ୍ୟ ହୋଇନାହିଁ । କେତେକପ୍ରତିଷ୍ଠାନର ପୁନଃ ଆକଳନର ବିଆବଶ୍ୟକତା ରହିଛି । ଏଣୁ ୱାର୍ଡଅଫିସରମାନେ ଘର ଘର ବୁଲିଆକଳନ କରି ସମ୍ପୃକ୍ତ ଜୋନ୍ଜେ‡ିସିମାନଙ୍କ ପାଖରେ ତଥ୍ୟଦାଖଲ କରିବେ । ସେହି ଦିନଅପରାହ୍ନ ୫ଟା ସୁଦ୍ଧା ଜେ‡ିସିମାନେକମିସନରଙ୍କୁ ରିପୋର୍ଟ ଦାଖଲକରିବେ । ୱାର୍ଡ ସୁପର ଭାଇଜର ଏହିତଥ୍ୟକୁ ଏକାଠି କରିବେ ବୋଲିନିଦେ୍ର୍ଦଶ ରହିଛି । ଏଭଳି ୧୫ ଦିନ·ଲିବା ପରେ ସମୀକ୍ଷା କରାଯିବ ।ସକାଳ ୭ଟାରୁ ଏମାନେ ଘର ଘରବୁଲିବେ । ଗୋଟିଏ ଘରକୁ ଆକଳନକରିବାକୁ ହେଲେ ଅତି କମରେଅଧଘଣ୍ଟା ଲାଗିବ । ଏମାନେ କେତେସମୟ ବୁଲିବେ ବା କେତେ ଘରଆକଳନ କରିବେ, ସେ ନେଇ ଏହିନିଦେ୍ର୍ଦଶନାମାରେ ନଥିବାରୁ କେତେକଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ପ୍ରତ୍ୟେକଜୋନରେ ୱାର୍ଡ ଅଫିସର ଘର ଘରବୁଲି ତାଲିକା କରିଥିଲେ । ପ୍ରଥମେକୋଟିଏରୁ ଊର୍ଦ୍ଧ୍ୱ ବାକି ରଖିଥିବାଖିଲାପକାରୀଙ୍କ ତାଲିକା ହେଲା ।ଏଥିରେ ଶହ ଶହ ଖିଲାପକାରୀଙ୍କନାମ ପଦାକୁ ଆସିଥିଲା । ସେମାନଙ୍କନାମରେ ଓପିଡିଆର୍ ମାମଲା ରୁଜୁକରି ଆଦାୟ କରିବାକୁ ସ୍ଥିରକରାଯାଇଥିଲ

Leave A Reply

Your email address will not be published.