-ବିଧାନସଭା ପାଇଁ ତ୍ରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ୱର: ଗୁରୁବାର ଠାରୁ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଥିବାରୁ ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି ରାଜ୍ୟ ପୋଲିସ ମହା ନିର୍ଦେଶକ । ସେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଜାଂଚ କଲା ବେଳେ ତାଙ୍କ ସହ ପୋଲିସ କମିଶନର, ଗୁଇନ୍ଦା ନିର୍ଦେଶକ ଓ ଗୁଇନ୍ଦା ଡିଆଇଜି ମଧ୍ୟ ସାମିଲ ଥିଲ । ବିଧାନସଭା ପାଇଁ ହେବ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରା ଯିବ ବୋଲି ସୂଚନା ମିଳିଛି ।