କେନ୍ଦୁଝରରେ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ

148

ପ୍ରଥମ ପର୍ଯ୍ୟାୟରେ ବଣ୍ଟାଗଲା ୬୫୦ ସ୍କୁଟରକେନ୍ଦୁଝରରେ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭକେନ୍ଦୁଝର,: ଚଳିତ ଅକ୍ଟୋବରମାସ ୧୧ ତାରିଖ ବୁଧବାରମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଭୁବନେଶ୍ୱର ସ୍ଥିତ ଲୋକସେବାଭନ କନଭେନସନ ସେଣ୍ଟରରେମିଶନ ଶକ୍ତି ସ୍କୁଟର ଯୋଜନାରଶୁଭାରମ୍ଭ କରିବା ପରେକେନ୍ଦୁଝର ଜିଲ୍ଲାରେ ମଧ୍ୟ ଉକ୍ତଯୋଜନାର ଶୁଭାରମ୍ଭହୋଇଯାଇଛି । ଏହି ଅବସରରେକେନ୍ଦୁଝର ଅଡିଟୋରିୟମପରିସରରେ ଆୟୋଜିତଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେଜିଲ୍ଲାପାଳ ଆଶିଷ ଠାକରେ ମିଶନ
ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭକରିଥିଲେ । ପ୍ରଥମ ପର୍ଯ୍ୟାୟରେ୬୫୦ ଟି ସ୍କୁଟର ମିଶନ ଶକ୍ତିରକମୁ୍ୟନିଟି ସପୋର୍ଟ ଷ୍ଟାଫ ଏବଂଏକଜିକୁ୍ୟଟିଭ ମେମ୍ବର ମାନଙ୍କୁଯୋଗାଇ ଦିଆଯାଇଛି । ସେମାନଙ୍କପସନ୍ଦ ମୁତାବକ ସ୍କୁଟର କିଣିବା ପାଇଁବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତବ୍ୟାଙ୍କ ଋଣ ପ୍ରଦାନ କରାଯାଇଛି ।ଏପର୍ଯ୍ୟନ୍ତ ୧୩୦୧ ଜଣଙ୍କ ଋଣମଞ୍ଜୁର ହୋଇଛି ଏବଂ ଚଳିତ ଆର୍ଥିକବର୍ଷରେ ୬୫୦୦ ମିଶନ ଶକ୍ତି ମାଙ୍କୁସ୍କୁଟର ଯୋଗାଇ ଦେବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଏହି ଉତ୍ସବରେ
ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନଅଧିକାରୀ ତଥା ନିର୍ବାହୀ ଅଧିକାରୀବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, କେନ୍ଦ୍ରୀୟସମବାୟ ବ୍ୟାଙ୍କର ସଭାପତି କାନନବିହାରୀ ପହି, ଏଲ.ଡ଼ି.ଏମ୍. ବ୍ୟାଙ୍କଅଫ ଇଣ୍ଡିଆ ରବିନାରାୟଣ ମହାଲିକ,କେନ୍ଦୁଝରଗଡ଼ ପୌରପାଳିକାରନିର୍ବାହୀ ଅଧିକାରୀ ଡ଼ାଃ ମଧୁସ୍ମିତାସାମନ୍ତରାୟ, ଓରମାସ ର ଯୁଗ୍ମମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀସପନ ଗୋସ୍ୱାମୀ, ମିଶନ ଶକ୍ତିରଜିଲ୍ଲା ପ୍ରକଳ୍ପ ସଂଯୋଜକ ଶିଶିରକୁମାର ଷଡ଼ଙ୍ଗୀ, ଉପନିଦେ୍ର୍ଦଶକସୂଚନା ଓ ଲୋକସମ୍ପର୍କ ସଂଜୀବବାରିକ ଓ ବିଭିନ୍ନ ବ୍ୟାଙ୍କ ଏବଂମିଶନ ଶକ୍ତିର କର୍ମକର୍ତ୍ତା ପ୍ରମୁଖଯୋଗ ଦେଇଥିଲେ । ସୂଚନାଯୋଗ୍ୟଯେ, ମହିଳା ସଶକ୍ତିକରଣକ୍ଷେତ୍ରରେ ଉକ୍ତ ଯୋଜନା ରାଜ୍ୟସରକାରଙ୍କ ଏକ ଯୁଗାନ୍ତକାରୀପଦକ୍ଷେପ । ଉକ୍ତ ଯୋଜନା ମାମାନଙ୍କ ଯାତାୟତକୁ ସୁବିଧା ଓସହଜ କରିବା ସହ ବୃତ୍ତିଗତକ୍ଷେତ୍ରରେ ନୂତନ ସୁଯୋଗ ଆଣିବ ।

Leave A Reply

Your email address will not be published.