ଟ୍ରଲର ମାଲିକଙ୍କୁ ଗୁଳି କରି ହତ୍ୟା ମାମଲା : ଆଉ ଦୁଇ ଥାନାରେ ଅଟକ

185

ବାଲେଶ୍ୱର: ଟ୍ରଲର ମାଲିକଙ୍କୁ ଗୁଳି କରି ହତ୍ୟା ମାମଲାରେ ଆଉ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି ବାଲେଶ୍ୱର ଚାନ୍ଦିପୁର ଥାନା ପୋଲିସ ।
ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ମାମଲାରେ ପୋଲିସ ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ବ୍ୟବସାୟୀକ ଶତୃତାକୁ ନେଇ ଏମାନେ ଗୁଳିକାଣ୍ଡ ଘଟାଇଥିଲେ ।

Leave A Reply

Your email address will not be published.