ବୁଗୁଡା: ପୋଲସରା ବୁଧବାର ଦିନ ପୋଲସରା ପୋଲିସ ଦୁଇ ବାଇକ ଚୋରକୁ ଗିରଫ କରି ଗୁରୁବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗତ ଜାନୁୟାରୀ ୧୬ ତାରିଖ ଦିନ ପୋଲସରା ଷ୍ଟେଟବ୍ୟାଙ୍କ ଛକରୁ ଆଶିଷ ପୃଷ୍ଟିଙ୍କ ହିରୋ ଗ୍ଲୋମେର ବାଇକ ଚୋରି ହୋଇଥିଲା । ଏନେଇ ଶ୍ରୀ ପୃଷ୍ଟିଙ୍କ ଲିଖିତ ଅଭିଯୋଗ ପରେ ପୋଲସରା ଥାନା କେଶ ନଂ ୧୬/୨୧ ପ୍ରକାରେ ଏକ ମାମଲା ରୁଜୁ ହୋଇଥିଲା । ପୋଲିସ ଅନୁସନ୍ଧାନ ଜାରି ରଖିଥିବା ବେଳେ ଗତକାଲି ପୋଲସରା ସହର ର ରାକେଶ ପ୍ରଧାନ ଓ ସଂଗ୍ରାମ ପାତ୍ର ଚୋରି ଘଟଣାରେ ଗିରଫ ।
Sign in
Sign in
Recover your password.
A password will be e-mailed to you.