‘ଜୟ ଯବାନ୍, ଜୟ କିଷାନ୍ ସ୍ଲୋଗାନ୍’ ସହ ‘ଜୟ ବିଜ୍ଞାନ’ ଓ ‘ଜୟ ଅନୁସନ୍ଧାନ’ ଯୋଡ଼ିଲେ ପ୍ରଧାନମନ୍ତ୍ରୀ ମୋଦୀ

182

ନୂଆଦିଲ୍ଲୀ, 15 ଅଗଷ୍ଟ – ଲାଲ୍ କିଲାରେ ସମ୍ବୋଧନ ଦେବା ବଳେ ପ୍ରଧାନମନ୍ତ୍ରୀ ମୋଦୀ ଡିଜିଟାଲ୍ କ୍ଷେତ୍ରରେ ଭାରତର ବିକାଶକୁ ପ୍ରଶଂସା କରିବା ସହ ‘ଜୟ ଯବାନ୍, ଜୟ କିଷାନ୍’ ସ୍ଲୋଗାନ୍ ସହିତ ‘ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନ’ ସଂଯୋଗ କରିଛନ୍ତି।

ଲାଲକିଲାରେ ଉଦବୋଧନ ଦେଇ ସେ କହିଛନ୍ତି, ୫ଜି ପାଇଁ ପ୍ରତୀକ୍ଷାର ଅବସାନ ଘଟିଛି। ଏଥର ଭାରତର ପ୍ରତି ଗ୍ରାମରେ ‘ଡିଜିଟାଲ୍ ଇଣ୍ଡିଆ’ ପହଞ୍ଚିଯିବ। ଗାଁ ଗଣ୍ଡାରୁ ଆମର ଡିଜିଟାଲ୍ ଉଦ୍ୟୋଗୀମାନେ ବାହାରୁ ଥିବା ଜାଣି ଲୋକେ ବିସ୍ମିତ ହେଉଛନ୍ତି।

Leave A Reply

Your email address will not be published.