୫-ଟି ଅଧ୍ୟକ୍ଷଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

196

୩୧ା୧୦(ଡିକେ ନୁ୍ୟଜ):ନବୀନ ନିବାସରେ ୫-ଟି ଓ ନବୀନଓଡିଶାର ଅଧକ୍ଷ ଭି.କେ ପାଣ୍ଡିଆନଙ୍କୁଭେଟିଛନ୍ତି ରାଜ୍ୟ ବିଭିନ୍ନ ସରକାରୀ ଓବେସରକାରୀ ସଂଘର କର୍ମକର୍ତ୍ତା । ଏଥିସହଭିକେ ପାଣ୍ଡିଆନଙ୍କୁ ଶୁଭେଛା ଜଣାଇଛନ୍ତି ।ପ୍ରାୟ ୨୦ରୁ ଅଧିକ ସଂଘର କର୍ମକର୍ତ୍ତାସାକ୍ଷାତକରି ନୂଆ ଦାୟିତ୍ୱ ପାଇଁ ଅଭିନନ୍ଦନଓ ଶୁଭେଚ୍ଛା ଜଣାଇଛନ୍ତି । ୫ଟି ଅଧ୍ୟକ୍ଷଙ୍କନେତୃତ୍ୱରେ ରାଜ୍ୟରେ ରୁପାନ୍ତରଣ ପ୍ରକ୍ରିୟାଆହୁରି କ୍ରିୟାଶୀଳ ହେବା ସହ ରାଜ୍ୟର ଦ୍ରୁତବିକାଶ ହେବ ବୋଲି ଆଶା ପ୍ରକାଶ କରିଛନ୍ତିରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀସଂଘ । ଏହା ସହ ଅନେକ ସମୟ ଧରି ୫-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷଙ୍କ ସହଓଡ଼ିଶାର ବିକାଶରେ ସମ୍ପୂର୍ଣ ସହଯୋଗକରିବେ ବୋଲି ସମସ୍ତେ ପ୍ରତିଶୃତି ଦେଇଛନ୍ତି ।ଶୁଭେଚ୍ଛାର ସୁଅ

Leave A Reply

Your email address will not be published.