୨୦ ଲକ୍ଷ ତାଙ୍କ ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ ଭିଜିଲାନ୍ସ ଇନ୍ସିପେକ୍ଟର ମାନସୀ।ଆଜି ପୋଲିସ ଡିଜି ସୁନୀଲ ବଂଶଲ ତାଙ୍କୁ ବହିଷ୍କାର କରିଥିବା ଜଣାପଡିଛି । ସମ୍ବଲପୁର ଭିଜିଲାନ୍ସ ଇନ୍ସିପେକ୍ଟର ଥିବା ବେଳେ ସେ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ ।ଜଣେ ସହଯୋଗୀ ଦ୍ୱାରା ଲାଞ୍ଚ ନେବା ବେଳେ ଧାରା ପଡ଼ିଥିଲେ । ଭିଜିଲାନ୍ସ ଇଣ୍ଟେରନେଲ ଉଇଙ୍ଗ ତାଙ୍କୁ ଧରିଥିଲା ।
Sign in
Sign in
Recover your password.
A password will be e-mailed to you.