ଜଗତସିଂହପୁର ଜିଲ୍ଲା ରାହାମାରେ ୧୦୦ ଫୁଟର ଘାଇ

214

ଜଗତସିଂହପୁର ଜିଲ୍ଲାରୁ ଏକ ବଡ ଖବର ସାମ୍ନା କୁ ଆସିଛି । ଜଗତସିଂହପୁର ଜିଲ୍ଲା ର ରାହାମା ତେରମାବପୂର୍ ପାଖରେ 100 ଫୁଟ ର ଘାଇ ସୃଷ୍ଟି ହେଲା । ଜଳବନ୍ଦୀ ରେ ସମ୍ପୂର୍ଣ୍ଣ ଗ୍ରାମବାସୀ । ଏଠାକାର ଲୋକେ ଭୟଭୀତ ଥିବା ବେଳେ ଅନେକ ସମସ୍ୱର ସମ୍ମୁଖୀନ ହୋଇଛନ୍ତି । ତେବେ ଏ ନେଇ ପ୍ରଶାସନ ତରଫରୁ କୌଣସି ସାହାଯ୍ୟ ପହଁଞ୍ଚି ପାରିନଥିବା ସୂଚନା ରହିଛି ।

Leave A Reply

Your email address will not be published.