ଟ୍ରିପଲ ମର୍ଡର ଘଟଣା: ୨୭ ବର୍ଷ ପରେ ରାୟ

153

ଭୁବନେଶ୍ୱର, (ଡିକେ ନୁ୍ୟଜ୍):ରାଜଧାନୀ ଭୁବନେଶ୍ୱରରବରମୁଣ୍ଡା ଅଂଚଳର ବହୁଚର୍ଚ୍ଚିତଟ୍ରିପଲ ମର୍ଡର ଘଟଣାର ରାୟ୨୭ ବର୍ଷ ପରେ ପ୍ରକାଶପାଇଛି । ଭୁବନେଶ୍ୱର ଏଡିଜେ-୨ ଶୁକ୍ରବାର ଦିନ ଏହିମାମଲାର ବିଚାର କରି ୩ ଜଣହତ୍ୟାକାରୀଙ୍କୁ ଆଜୀବନକାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।କୋର୍ଟ ଅଭିଯୁକ୍ତ ରୁଦ୍ର, ଜିତୁ ଓଚିତକୁ ଆଜୀବନ କାରାଦଣ୍ଡରେଦଣ୍ଡିତ କରିଛନ୍ତି । ମାମଲାରବିବରଣୀରୁ ଜଣାଯାଏ ଯେ,ଭୁବନେଶ୍ୱରର ବରମୁଣ୍ଡାରେ୧୯୯୬ ମସିହା ଜୁଲାଇ ୧୧ତାରିଖ ଦିନ ତିନି ଜଣଙ୍କୁ ଅତିନିର୍ମମ ଭାବେ ହତ୍ୟାକରାଯାଇଥିଲା । ପୂର୍ବ ଶତ୍ରୁତାରୁବିଶ୍ୱଜିତ ନାୟକ, ଦିଲ୍ଲୀପ ରାୟଓ ଶାରଦା ରଥଙ୍କୁ ରୁଦ୍ର, ଜିତୁଓ ଚିତ ହତ୍ୟା କରିଥିଲେ ।ସେଦିନ ବରମୁଣ୍ଡା ସମେତପୂରା ଭୁବନେଶ୍ୱରରେ ଏହିଘଟଣାକୁ ନେଇ ଚର୍ଚ୍ଚା ଜୋରଧରିଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବାପୁଲିସ ତଦନ୍ତରୁ ଖୁଲାସାହୋଇଥିଲା । ପୁଲିସ ରୁଦ୍ର, ଜିତୁଓ ଚିତଙ୍କୁ ଗିରଫ କରି ଜେଲପଠାଇଥିବା ବେଳେ କିଛି ଦିନପୂର୍ବରୁ ଚତୁର୍ଥ ଅଭିଯୁକ୍ତଙ୍କ ମୃତ୍ୟୁହୋଇସାରିଛି । ଭୁବନେଶ୍ୱରଏଡିଜେ-୨ ଆଜିସାକ୍ଷୀମାନଙ୍କର ବୟାନକୁ ଭିତିକରି ୩ ଜଣ ଦୋଷୀଙ୍କୁଆଜୀବନ ସଜ୍ଜା ଶୁଣାଇଛନ୍ତ

Leave A Reply

Your email address will not be published.