ଭୁବନେଶ୍ୱର,୧୨ା୧୦(ଡିକେ ନୁ୍ୟଜ):ଏଣିକି ସରକାରୀ ଡାକ୍ତରଖାନାଗୁଡ଼ିକରେକାର୍ଯ୍ୟ କରୁଥିବା ଡାକ୍ତରଙ୍କୁ ମିଳିବ ସି-ଅଫ୍ ।ସରକାରୀ ଛୁଟି ଦିନରେ କାମ କରୁଥିବାଡାକ୍ତରଙ୍କୁ ସି-ଅଫ୍ ଦେବାକୁ ଘୋଷଣାକରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶପାଇଛି । ବିଜ୍ଞପ୍ତି ଅନୁଯାୟୀ, ସରକାରୀ ଛୁଟିଦିନରେ କାମ କଲେ ବିକଳ୍ପ ଭାବେଡାକ୍ତରମାନଙ୍କୁ ଛୁଟି ଦିଆଯିବ । ଯେଉଁମାସରେ କାମ କରିଥିବେ ସେହି ମାସରଯେ କୌଣସି ଦିନ ସେମାନେ ଛୁଟି
ନେଇପାରିବେ । ସେହିପରି ସିଏଲ୍ କିମ୍ବାଇଏଲ୍ ସହ ସି-ଅଫକୁ ପୃଷ୍ଠା ୭ ଦେଖନ୍ତୁ…
Sign in
Sign in
Recover your password.
A password will be e-mailed to you.
Prev Post