ପ୍ରିୟଙ୍କା ଏବଂ ନିକ ଜୋନାସ ଙ୍କ ରୋମାଣ୍ଟିକ ଫଟୋ |
ପ୍ରିୟଙ୍କା ଏବଂ ନିକ ଜୋନାସ୍ ଥାଇଲାଣ୍ଡର ଟର୍ସକ ଏବଂକାଇକୋସ ଦ୍ବୀପରେ ଅଛନ୍ତି । ପ୍ରିୟଙ୍କା ଏବଂ ନିକ ଜୋନାସ ବିଚ୍ ରେ ସମୟ ବିତାଇବା ସହିତ ରୋମାଣ୍ଟିକ୍ ଫଟୋ ସେୟାର କରିଛନ୍ତି ।
ଗୋଟିଏ ଫଟୋରେ ପ୍ରିୟଙ୍କା ହଳଦିଆ ରଙ୍ଗର ବିକିନି ପିନ୍ଧିଥିବାର ନଜର ଆସିଛନ୍ତି ।
ଏବେ ପ୍ରିୟଙ୍କା ଓ ନିକ୍ ପାରିବାରିକ ଜୀବନକୁ ଉପଭୋଗ କରୁଛନ୍ତି । ଜାନୁଆରୀରେ, ସେ ଏବଂ ନିକ ଜୋନାସ୍ ସରୋଗେସି ମାଧ୍ୟମରେ ଏକ କନ୍ୟା ସନ୍ତାନର ପିତାମାତା ହୋଇଥିଲେ । ପ୍ରିୟଙ୍କା ଏବଂ ନିକ ସେମାନଙ୍କ ଝିଅର ନାମ ମାଲତି ମେରି ଚୋପ୍ରା ଜୋନାସ୍ ରଖିଛନ୍ତି