ବଡବାରବା ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ରେ ସ୍ୱାଗତ ସମର୍ଦ୍ଧନା ଉତ୍ସାବ

Welcome Ceremony at Badarbarba Higher Secondary School

187

ରାଇକିଆ  : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତରଗତ ବଡବାରବା ଉଚ ମାଧ୍ୟ୍ୟମିକ ବିଦ୍ୟାଳୟ ରେ ସ୍ବାଗତଂ ସମର୍ଦ୍ଧନା ଉଷାବ ପାଳନ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ବଡବାରବା ସରପଞ୍ଚ ରବି ଚନ୍ଦ୍ର ନାୟକ ପ୍ରଧାନ ଶିକ୍ଷୟତ୍ରୀ ଚନ୍ଦ୍ରିକା ନାୟକ ସମେତ ଅବସର ନେଇଥିବା ଶିକ୍ଷକ ହର୍ଷ ବିଶୋଇ କିରଣ କୁମାର ବେହେରା ବିକାଶ ପ୍ରଧାନ ମଣ୍ଟୁ କୁମାର ନାୟକ ପ୍ରିୟଙ୍କା ଜେନା ଚନ୍ଦ୍ରକାନ୍ତ ମାଂହାକୁଡ଼ ନାରାୟଣ ମଲ୍ଲିକ ବିଚିତ୍ର ଗୋଡ ସୋନାଲି ବିଶାଳ ପୁଷ୍ପିତା ପ୍ରଧାନ ସାଗରୀକା ନନ୍ଦ ସାମ୍ବାଦିକ ଶ୍ୱେତ ଦିଗାଲ ସମେତ ପ୍ରତେୟକ ୱାର୍ଡ ରୁ ଆସିଥିବା ୱାର୍ଡ ମେମ୍ବର ସମେତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ଆସିଥିବା ଛାତ୍ର ଛାତ୍ରୀ ମାନେ ନାଚ ଗୀତ ସମେତ ବହୁତ ଉତ୍ସାହିତ ହୋଇ ଥିଲେ l ଏହି କାର୍ଯ୍ୟକ୍ରମ କୁ ପରିଚାଲନ କରିଥିଲେ ଚନ୍ଦ୍ରକାନ୍ତ ମାହାଙ୍କୁଡ

Leave A Reply

Your email address will not be published.