ବିଦେଶୀ ମୁଦ୍ରା ଭଣ୍ଡାରରେ ୨.୫୭ ବିଲିଅନ ଡଲାର ବୃଦ୍ଧି

146

ନୂଆଦିଲ୍ଲୀ: କିଛିଦିନ ଧରି ହ୍ରାସ ଘଟୁଥିବା ଭାରତୀୟ ବିଦେଶୀ ମୁଦ୍ରା ଭଣ୍ଡାରରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି । ମାସକରେ ସର୍ବାଧିକ ୨.୬ ବିଲିଅନ ଡଲାର ବୃଦ୍ଧି
ଘଟି ୫୮୬. ୧୧ ବିଲିଅନ ଅ ।ରବ ଡଲାରରେ ପହଞ୍ଚିଛି । ଅକ୍ଟୋବର ୨୭ ତାରିଖ ସୁଦ୍ଧା ଏହି ବୃଦ୍ଧି ହୋଇଛି ବୋଲି ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଅ ।
ପକ୍ଷରୁ ସୂଚନା ଦିଅ ।ଯାଇଛି । ଗତ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୨.୪ ବିଲିଅନ ଅ ।ମେରିକୀୟ ଡଲାର ହ୍ରାସ ହୋଇଥିଲା । ଗତବର୍ଷ ୫
ବିଲିଅନ ଡଲାରକୁରୂପିସ୍ରେ ବଦଳ କରାଯାଇଥିଲା । ଏଥିରେ ଭାରତୀୟ ଟଙ୍କା ବିକି ଡଲାର କିଣାଯାଇଥିଲା । ଅକ୍ଟୋବର ୨୩ ତାରିଖରେ ଏହା ମାଚୁଅର
ହୋଇଯାଇଥିଲା । ଅ ।ର୍ବିଅ ।ଇର ଡାଟା ଅନୁସାରେ, ୨୭ ଅକ୍ଟୋବର, ୨୦୨୩ ସୁଦ୍ଧା ବୈଦେଶିକ ମୁଦ୍ରା ଭଣ୍ଡାରରେ ୨.୫୭୮ ବିଲିୟନ ଡଲାର ବୃଦ୍ଧି
ହୋଇ ୫୮୬.୧୧ ବିଲିୟନ ଡଲାରରେ ପହଞ୍ଚିଛି । ବିଦେଶୀ କରେନ୍ସି ଅ ।ସେଟ୍ସରେ ମଧ୍ୟ ବୃଦ୍ଧି ଘଟିଛି । ବିଦେଶୀ କରେନ୍ସି ଅ ।ସେଟ୍ସ
୨.୩୦୩ ବିଲିୟନ ଡଲାରରେ ବୃଦ୍ଧି ହୋଇ ୫୧୭.୫୦୪ ବିଲିୟନ ଡଲାରରେ ପହଞ୍ଚିଛି । ସେହିପରି ଚଳିତ ସପ୍ତାହରେ ପୁଣି ଥରେ ଅ ।ରବିଅ ।ଇର ଗୋଲ୍ଡ ରିଜର୍ଭରେ ମଧ୍ୟ
ବୃଦ୍ଧି ଦେଖିବାକୁ ମିଳିଛି । ଗୋଲ୍ଡ ରିଜର୍ଭରେ ୪୯୯ ମିଲିୟନ ଡଲାରରେ ବୃଦ୍ଧି ହୋଇ ୪୫.୯୨ ବିଲିୟନ ଡଲାରରେ ପହଞ୍ଚିଛି ।
ଏସ୍ଡିଅ ।ର୍ରେ ୧୫ ମିଲିୟନ ଡଲାର ହ୍ରାସ ଘଟିଛି । ଅ ।ନ୍ତର୍ଜାତୀୟ ମୁଦ୍ରା ପାଙଋିରେ ଜମା ହୋଇଥିବା ରିଜର୍ଭ
୨୦୮ ଡଲାର ହ୍ରାସ ସହ ୪.୭୭ ବିଲିୟନ ଡ଼ଲାରରେ ପହଞ୍ଚି । ଅନ୍ୟପଟେ ଅ ।ମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨ ପଇସା
ସାମାନ୍ୟ ହ୍ରାସ ହୋଇଛି । କରେନ୍ସି ମାର୍କେଟରେ ଏକ ଅ ।ମେରିକୀୟ ଡଲାର ମୂଲ୍ୟ ୮୩.୨୮ ଟଙ୍କାରେ ବନ୍ଦ ହୋଇଯାଇଛି । ଚଳିତ
ସପ୍ତାହରେ ଡଲାର ତୁଳନାରେ ମୁଦ୍ରା ସବୁଠାର ଖରାପ ପ୍ରଦର୍ଶନ କରିଥିଲା । ରୁପିସ ସର୍ବନିମ୍ନ ୮୩.୩୩ର ସର୍ବନିମ୍ନ ସ୍ତରକୁ ଖସି ଅ ।ସିଥିଲା ।

Leave A Reply

Your email address will not be published.