ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଏମଭି ୧୩ ଗ୍ରାମର ନିର୍ମଳ ବିଶ୍ୱାସ ଓ ଅତୁନ ରାୟ ଉଭୟ କ୍ଵାକ ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ବିଭିନ୍ନ ଗାଁ ଗାଁ ବୁଲି ଲୋକଙ୍କୁ ନକଲି ଔଷଧ ଓ ଇଞ୍ଜେକ୍ସନ ଦେଇ ଅଧିକ ଟଙ୍କା ନେବା ସହ ଏମାନଙ୍କ ଭୁଲ ଚିକିତ୍ସା ଯୋଗୁଁ ଅନେକ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇ ଆସୁଥିଲା । ଏହା ଜାଣିବା ପରେ ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରାମ ପ୍ରସାଦ ନାଗ ଏହି ନକଲି ଡାକ୍ତର ଦ୍ବୟଙ୍କୁ ଧାରା ୧୧୯, ୫୨0,384,34 ଆଇ ପିଇସିରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.