ପୁରୀ ଦୁର୍ଗ ଇଣ୍ଟରସିଟି ଏକ୍ସପ୍ରେସ ୨୧ ତାରିଖ ଠାରୁ ସ୍ୱାଭାବିକ ସମୟ ସାରଣୀ ଅନୁସାରେ ଆରମ୍ଭ

136

ନୂଆପଡ଼ା : ଆସନ୍ତା ୨୧.୮.୨୦୨୧ରୁ ପୁରୀ-ଦୂର୍ଗ ଇନ୍ଟରସୀଟି ଏକ୍ସପ୍ରେସ ନିଜ ସ୍ୱଭାବିକ ସମୟ ସାରଣୀ ଅନୁସାରେ ଆରମ୍ଭ ହେବାକୁ ଯାଉଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି , କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଓ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଙ୍କୁ କୃତଜ୍ଞତା ସହ ଧନ୍ୟବାଦ। ପୂର୍ବତଟ ରେଳବାଇ କାର୍ଯ୍ୟାଳୟ ସହ ଯୋଗାଯୋଗରୁ ଏହି ସୂଚନା ପ୍ରାପ୍ତ ହୋଇଅଛି। କୋଭିଡ ସଂକ୍ରମଣ ଆଶଂକାକୁ ଆଖି ଆଗରେ ରଖି ବନ୍ଦ ରହିଥିବା ସମସ୍ତ ରେଳ ଚଳାଚଳ ଧିରେଧିରେ ସ୍ବଭାବିକ ଭାବେ ଆରମ୍ଭ ହେବା ନେଇ ମଧ୍ୟ ଉକ୍ତ କାର୍ଯ୍ୟାଳୟ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.