ଭଦ୍ରକ : ଭଦ୍ରକର ଆଖୁଆପଦା ନିକଟ ବୈତରଣୀ ନଦୀର ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ଆଜି ଅପରାହ୍ନ ୧ଟା ସୁଦ୍ଧା ଜଳ ସ୍ତର ୧୮.୪୮ ମିଟର ରହିଛି । ଯାହାକୁ ନେଇ ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି, ତିହିଡ଼ି, ବାସୁଦେବପୁରର ଆଦି ନଦୀକୂଳିଆ ଅଂଚଳବାସୀଙ୍କ ପାଇଁ ବନ୍ୟା ବିତ୍ପାତ ଦେଖାଦେଇଛି । ଏବେ ବି ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ରହିଥିବା ବେଳେ ଶତାଧିକ ଗ୍ରାମ ପାଣି ଘେରରେ ରହିଛି ।
Sign in
Sign in
Recover your password.
A password will be e-mailed to you.