ରଶ୍ମିରେଖାଙ୍କ ପରେ ପ୍ରେମିକ ସନ୍ତୋଷ କଲେ ଆତ୍ମହତ୍ୟା

290

ବହୁ ଚର୍ଚ୍ଚିତ ଟେଲି ଅଭିନେତ୍ରି ରଶ୍ମିରେଖାଙ୍କ ଆତ୍ମହତ୍ୟା ପରେ ଆଉ ଏକ ଚାଞ୍ଚଲ୍ୟକର ଖବର ସାମ୍ନକୁ ଆସିଛି । ରଶ୍ମିରେଖାଙ୍କ ପରେ ଆତ୍ମହତ୍ୟା କରିଛନ୍ତି ପ୍ରେମିକ ସନ୍ତୋଷ । ଝୁଲନ୍ତା ଅବସ୍ଥାରେ ମିଳିଲା ରଶ୍ମିରେଖାଙ୍କ ବୟଫ୍ରେଣ୍ଡ ସନ୍ତୋଷଙ୍କ ମୃତଦେହ । ରଶ୍ମିରେଖାଙ୍କ ଆତ୍ମହତ୍ୟା ପରଠାରୁ ମୁଁ ଆଉ ବଂଚିବି ନାହିଁ ମୁଁ ମରିଯିବି ବୋଲି ବୟଫ୍ରେଣ୍ଡ କହୁଥିବାର ତାଙ୍କ ମାଁ ମିଡିଆ ସାମ୍ନାରେ କହିଛନ୍ତି । ଆହୁରି ମଧ୍ୟ କହିଛନ୍ତି କି ରଶ୍ମିରେଖା ମୋତେ ଡାକୁଛନ୍ତି ମୁଁ ତା ପାଖକୁ ଚାଲିଯିବି । ଏଭଳି ବହୁ ରୋମଟାଙ୍କୁରା କଥା ତାଙ୍କ ମାଁ ଙ୍କ ଠାରୁ ଶୁଣିବାକୁ ମଳୁଛି । ହଠାତ୍ ସନ୍ତୋଷ ଦୌଡିଯାଇ କିଛି ସେକଣ୍ଡ ମଧ୍ୟରେ ଫ୍ୟାନରେ ଝୁଲି ଆତ୍ମ ହତ୍ୟା କଲେ, ଏପଟେ ମାଁ ଝରକା ପଟୁ ଚାହିଁ ରହି ରଡି ପକାଉଛନ୍ତି । କିନ୍ତୁ କିଛି ନଶୁଣି ହଠାତ୍ ଝୁଲିପଡି ଆତ୍ମ ହତ୍ୟା କରିଦେଲେ ସନ୍ତୋଷ । ଏଥିରୁ ନିଶ୍ଚିତ ଜଣାପଡୁଛି ଯେ, ଉଭୟ ଉଭୟଙ୍କୁ ବହୁତ ଭଲପାଉଥିଲେ ନିଶ୍ଚୟ । ତେଣୁ ରଶ୍ମିରେଖାଙ୍କ ଆତ୍ମ ହତ୍ୟାର କେଇଟା ଦିନ ନପୁରୁଣୁ ବୟଫ୍ରେଣ୍ଡ ସନ୍ତୋଷ ଆତ୍ମ ହତ୍ୟା ଖରିଦେଲେ ।

Leave A Reply

Your email address will not be published.