ଦିବ୍ୟାଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

457

ଭୁୁବନେଶ୍ୱର, ୦୬ ଅଗଷ୍ଟ – ରାଜ୍ୟ ଗୋଷ୍ଠୀ କ୍ରୀଡାରେ କୁସ୍ତି ମହିଳା ୬୮ କେଜି ବର୍ଗରେ ବ୍ରୋଂଜ ପଦକ ବିଜୟୀ ହେଇଥିବା ଦିବ୍ୟାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ସେ ଆଗାମୀ ଦିନରେ ଦେଶ ପାଇଁ ଆହୁରି ଗୌରବ ଆଣିବେ ବୋଲି କାମନା କରିବା ସହ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି ।

Leave A Reply

Your email address will not be published.