୨୮ରେ ଚନ୍ଦ୍ରଗ୍ରହଣ: ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତ

174

ପୁରୀ,୧୦ା୧୦(ଡିକେ ନୁ୍ୟଜ): କୁମାରପୂର୍ଣ୍ଣିମାରେ ପଡୁଛି ରାହୁଗ୍ରସ୍ତ ଖଣ୍ଡ ଗ୍ରାସଚନ୍ଦ୍ର ଗ୍ରହଣ । ଏଥିପାଇଁ ଶ୍ରୀମନ୍ଦିର ସ୍ୱତନ୍ତ୍ରନୀତି ଅନୁଷ୍ଠିତ ହେବ । ଏହି ଦିନଚକ୍ରରାଜ ସୁଦର୍ଶନ ·ରିଆଶ୍ରମପରିକ୍ରମା କରି ରତ୍ନସିଂହାସନରେ ବିଜେକରିବେ । ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁପାକତ୍ୟାଗ ଅର୍ଥାତ ସମୟ ଦିନ ୪ଟା୪ମିନିଟ ୫୫ସେକେଣ୍ଡ ପୂର୍ବରୁ ସମ୍ପନ୍ନହେବ । ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନପକ୍ଷରୁ ସମସ୍ତ ପାଳିଆ ସେବକଙ୍କସହଯୋଗ କାମନା କରାଯାଇଛି ବୋଲିକହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।ଅନ୍ୟପଟେ ୧ଘଣ୍ଟା ୧୯ ସେକେଣ୍ଡର ଚନ୍ଦ୍ରଗ୍ରହଣକୁ ଦେଖିବାର ସୁଯୋଗ ରହିଛି । ୬ଟିରାଶି ପାଇଁ ଏହା ଅଶୁଭ ଥିବାବେଳେ ୬ଟିରାଶି ପାଇଁ ଶୁଭଫଳ ରହିଛି ବୋଲିକହିଛନ୍ତି ଜ୍ୟୋତିର୍ବିଦ । ଚଳିତ ବର୍ଷକୁମାରପୂର୍ଣ୍ଣିମାରେ ଏକମାତ୍ର ରାହୁଗ୍ରସ୍ତଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେବ ।ଗ୍ରହଣର ସ୍ପର୍ଶ ସମୟ ହେଉଛି ରାତ୍ରି୧ଘଣ୍ଟା ୪ ମିନିଟ୍ ୫୫ସେକେଣ୍ଡ ।ଗ୍ରହଣ ସର୍ବମୋକ୍ଷ ରାତ୍ରୀ ୨ଟା୨୪ମିନିଟ୍ ୨ ସେକେଣ୍ଡ । ଅର୍ଥାତ ଗ୍ରହଣର ଅବଧି ୧ଘଣ୍ଟା ୧୯ମିନିଟ୭ସେକେଣ୍ଡ । ଗ୍ରହଣର ୯ ଘଣ୍ଟା ପୂର୍ବରୁଅର୍ଥାତ୍ ଦିବା ୪ ଘଣ୍ଟା ୪ ମିନିଟ୍ ୫୫ସେକେଣ୍ଡ ଠାରୁ ରାତ୍ର ୨ଟା ୨୪ମିନିଟି୨ସେକେଣ୍ଡ ପୃଷ୍ଠା ୭ ଦେଖନ୍ତୁ…

Leave A Reply

Your email address will not be published.