ଫେରିଲା ମୌସୁମୀ ବଢ଼ିଲା ତାତି

Mausumi has returned, Tati has grown

191

ଭୁବନେଶ୍ୱର,୧୨ା୧୦(ଡିକେ ନୁ୍ୟଜ): କହିଛି ପାଣିପାଗ ବିଭାଗ । ଗତ ୨୪ ମେଘମୁକ୍ତ ଆକାଶ ଓ ଶୁଷ୍କ ବାୟୁ ପ୍ରବାହ ଫେରିଗଲା ମୌସୁମୀ । ଆଶ୍ୱିନରେ ଟାଇଁ ଘଣ୍ଟାରେ ୭ ସହରର ତାପମାତ୍ରା ୩୬ ଡିଗ୍ରୀ ପାଇଁ ବଦଳିଛି ପାଗର ମିଜାଜ ।ଟାଇଁ ଖରା । ଛତା ନ ଧରିଲେ ଘରୁବାହାରିବା ହେଉଛି ମୁସ୍କିଲ । ସ୍ୱାଭାବିକ ଉପରେ ରହୁଛି । ୩୭ ଡିଗ୍ରୀ ସହ ·ନ୍ଦବାଲି ସବୁଠୁ ଉତ୍ତପ୍ତ ସହର ହୋଇଥିବାବେଳେ ଅକ୍ଟୋବର ଶେଷ ମଧ୍ୟରେ ଓଡିଶାରେ ଶୀତ ପଡିବନି । ଆଜି ଓଡିଶାରୁ ଦକ୍ଷିଣଠାରୁ ୩ ରୁ ୪ ଡିଗ୍ରୀ ଉପରେ ପାରଦ ଭୁବନେଶ୍ୱରରେ ୩୫ ଡିଗ୍ରୀ ତାପମାତ୍ରା ପଶ୍ଚିମ ମୌସୁମୀ ବାୟୁ ଫେରିଯାଇଛି । ଥିବାବେଳେ ଉପକୂଳରେ କଲବଲ କରୁଛି ରହିଛି । ଭୁବନେଶ୍ୱରରେ ୬୦ ପ୍ରତିଶତ ସେହିପରି ବିଶେଷ କରି ତାତି ଯୋଗୁଁତାତି ସହ ଅସହ୍ୟ ଗୁଳୁଗୁଳି । ଆସନ୍ତା ୫ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର । ଦିନ ୧୧ ଆର୍ଦ୍ରତା ରହିଛି । ତାପମାତ୍ରା ଓ ଆର୍ଦ୍ରତା ମିଶି ୩୮ ଡିଗ୍ରୀ ତାତି ଅନୁଭବ ହେଉଛି । ୨୧ ଧାନ ଫସଲ ପ୍ରଭାବିତ ହେବାର ଆଶଙ୍କା ରହିଛି । କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଟା ବେଳକୁ ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଥିବା ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି । ଦେବାଶିଷ ଜେନା କହିଛନ୍ତି ଯେ ବର୍ତ୍ତମାନ ଧାନ ପୃଷ୍ଠା ୭ ଦେଖନ୍ତୁ…

Leave A Reply

Your email address will not be published.